ମାଲକାନଗିରି : ମହୁପଦର ଗାଁର ୮ ଜଣ ବ୍ୟକ୍ତି ନିଖୋଜ, ମାଓବାଦୀ ଅପହରଣ କରିଥିବା ସନ୍ଦେହ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗାଁରେ ୭ ରୁ ୮ ଜଣ ଲୋକଙ୍କ ଖୋଜଖବର ମିଳୁନାହିଁ । ଏମାନଙ୍କୁ ମାଓବାଦୀ ଅପହରଣ କରି ନେଇଥିବା ସନ୍ଦେହ କରାଯାଉଛି। ପରିବାର ଲୋକଙ୍କ ପାଖରେ ସେମାନଙ୍କ ନିଖୋଜ ହେବା ସମ୍ପର୍କରେ କୌଣସି ଖବର ନାହିଁ । ବର୍ତ୍ତମାନ ସୁଦ୍ଧା ପୋଲିସ୍ ପାଖରେ ନିଖୋଜ ସମ୍ପର୍କରେ ବିଦ୍ଧିବଧ ଅଭିଯୋଗ ହୋଇ ନ ଥିବା ଜଣାପଡିଛି । ମାଲକାନଗିରି ଏସପି କହିଛନ୍ତି ଖବର ବିଷୟରେ ସେମାନେ କେବଳ ଶୁଣିଛନ୍ତି […]

Maoist

Maoist

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 09:43 AM IST

Sports

Latest News

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗାଁରେ ୭ ରୁ ୮ ଜଣ ଲୋକଙ୍କ ଖୋଜଖବର ମିଳୁନାହିଁ । ଏମାନଙ୍କୁ ମାଓବାଦୀ ଅପହରଣ କରି ନେଇଥିବା ସନ୍ଦେହ କରାଯାଉଛି। ପରିବାର ଲୋକଙ୍କ ପାଖରେ ସେମାନଙ୍କ ନିଖୋଜ ହେବା ସମ୍ପର୍କରେ କୌଣସି ଖବର ନାହିଁ । ବର୍ତ୍ତମାନ ସୁଦ୍ଧା ପୋଲିସ୍ ପାଖରେ ନିଖୋଜ ସମ୍ପର୍କରେ ବିଦ୍ଧିବଧ ଅଭିଯୋଗ ହୋଇ ନ ଥିବା ଜଣାପଡିଛି । ମାଲକାନଗିରି ଏସପି କହିଛନ୍ତି ଖବର ବିଷୟରେ ସେମାନେ କେବଳ ଶୁଣିଛନ୍ତି । ଅଧିକ ତଥ୍ୟ ମିଳିନାହିଁ ବୋଲି ଏସପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story