ଜଗଦୀଶଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

ମାଲାକାନଗିରି(ଜିତେନ୍ଦ୍ର ବେଉରା):ମାଲାକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ମାଥିଲି ଥାନା ଅର୍ନ୍ତଗତ ଟେମୁରପାଲ୍ଲୀ ଗାଁରେ ଗତକାଲି ଦିନ ଦ୍ୱିପହରରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ମୃତକଙ୍କ ଜଣଙ୍କ ହେଲେ ଜଗଦୀଶ ସୋମରଥ। ଘଟଣାସ୍ଥଳରୁ ଏକ ମାଓ ପୋଷ୍ଟର୍ ଠାବ କରାଯାଇଛି।

୧୫ରୁ ୨୦ଜଣ ମାଓବାଦୀ ଜଗଦୀଶଙ୍କୁ ଘରୁ ଡାକି ନେଇ ପୋଲିସ ଇନଫର୍ମର୍ ସନ୍ଦେହରେ କଟାପାଲ୍ଲୀରେ ହତ୍ୟା କରିଥିଲେ।

Previous ArticleNext Article

Send this to a friend