ଶତାଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

malkangiri

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ଶତାଧିକ ମାଓ ସମର୍ଥକ କରିଛନ୍ତି। ସେମାନେ ସମସ୍ତେ କାଲିମେଳା ଥାନା କୁରୁବ ଓ ମାରିଗୋଟା ଗାଁର ହୋଇଥିବା ବେଳେ କାଲିମେଳା ଦଳମ ପାଇଁ କାମ କରୁଥିଲେ।

ସେହିପରି ଗତ ମାର୍ଚ୍ଚ ମାସରେ ଶତାଧିକ ମାଓ ସମର୍ଥକ ମାଥିଲି ଥାନାରେ ଆତ୍ମସମର୍ପଣ କରିଥିଲେ। ସେମାନେ ସମସ୍ତେ ବାରା ଗାଁର ବାସିନ୍ଦା। ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ମାଓ ସମର୍ଥକମାନେ ଆତ୍ମସମର୍ପଣ କରୁଛନ୍ତି ବୋଲି କହିଥିଲେ।

Previous ArticleNext Article

Send this to a friend