ରାଷ୍ଟ୍ରପତିଙ୍କ ଜାତକ ତିଆରି କଲେ ଯୁବ ଜ୍ୟୋତିର୍ବିଦ

ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ରାତି ସେ ପୁରୀରେ ରହିବେ। ଆସନ୍ତାକାଲି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ। ଏଥିପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଯୁବ ଜ୍ୟୋତିର୍ବିଦ ଶ୍ରୀମୀନକେତନ ପଟ୍ଟଯୋଶୀ। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜାତକ ତିଆରି କରିଛନ୍ତି। ଏହାକୁ ସ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଜ୍ୟୋତିର୍ବିଦ ମୀନକେତନ ପଟ୍ଟଯୋଶୀ […]

president

president

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 05:28 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ରାତି ସେ ପୁରୀରେ ରହିବେ। ଆସନ୍ତାକାଲି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ। ଏଥିପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଯୁବ ଜ୍ୟୋତିର୍ବିଦ ଶ୍ରୀମୀନକେତନ ପଟ୍ଟଯୋଶୀ। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜାତକ ତିଆରି କରିଛନ୍ତି। ଏହାକୁ ସ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

ଜ୍ୟୋତିର୍ବିଦ ମୀନକେତନ ପଟ୍ଟଯୋଶୀ ପ୍ରତାପ ପରୁଷୋତ୍ତମପୁର ସ୍ଥିତ ଗୋପୀନାଥ ଦେବ ଡିଗ୍ରୀ କଲେଜରେ ଅଧ୍ୟାପକ ଅଛନ୍ତି। ସେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ। ରାଷ୍ଟ୍ରପତିଙ୍କ ଏହି ଜାତକ ପ୍ରସ୍ତୁତ କରିବାରେ ତାଙ୍କୁ ସହାୟତା କରିଛନ୍ତି ଗୋପାଳକୃଷ୍ଣ ପଣ୍ଡା।

ଏହି ଜାତକ ଅନୁଯାୟୀ ରାମନାଥ କୋବିନ୍ଦଙ୍କ ରାଶି ହେଉଛି ଧନୁ।

ଫଟୋରେ ଦେଖନ୍ତୁ ରାଷ୍ଟ୍ରପତିଙ୍କ ଜାତକରେ କ’ଣ ସବୁ ଲେଖା ହୋଇଛି।

jta

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos