ଶୌଚ ଯାଇଥିଲେ, ଆଉ ଫେରିଲେନି

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ  ନଅଗାଁ ‘ଖ’ରେ ଜଣେ  ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ ତୋଷରାଜ ସାହୁ। ତୋଷରାଜଙ୍କ ମୃତଦେହ ନଅଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୨୦୦ ମିଟର  ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତୋଜରାଜ ସବୁଦିନ ଭଳି  ଗତକାଲି ସନ୍ଧ୍ୟାରେ  ଶୌଚ ପାଇଁ ଘରୁ ବାହାରିଥିଲେ। ହେଲେ ରାତିରେ ଆଉ ଘରକୁ ଫେରିନଥିଲେ।  ଆଜି ସକାଳେ ଗାଁ ଲୋକେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ। […]

deadbody

deadbody

Rakesh Mallick
  • Published: Friday, 01 June 2018
  • Updated: 01 June 2018, 09:56 AM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ  ନଅଗାଁ ‘ଖ’ରେ ଜଣେ  ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ ତୋଷରାଜ ସାହୁ। ତୋଷରାଜଙ୍କ ମୃତଦେହ ନଅଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୨୦୦ ମିଟର  ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ତୋଜରାଜ ସବୁଦିନ ଭଳି  ଗତକାଲି ସନ୍ଧ୍ୟାରେ  ଶୌଚ ପାଇଁ ଘରୁ ବାହାରିଥିଲେ। ହେଲେ ରାତିରେ ଆଉ ଘରକୁ ଫେରିନଥିଲେ।  ଆଜି ସକାଳେ ଗାଁ ଲୋକେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ। କେହି ତାଙ୍କୁ ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ଲେଖାଯିବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos