ମାଓ ହିଂସା: ରାସ୍ତା କାମ ବନ୍ଦ କଲେ, ୪ଟି ଗାଡ଼ି ଜାଳିଦେଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ରାମାରାମ ଗାଁରେ ଆଜି ଅପରାହ୍ନରେ ମାଓ ହିଂସା ଦେଖିବାକୁ ମିଳିଛି। ୨୦ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ ଏହି ଗାଁ’କୁ ଆସି ହିଂସାକାଣ୍ଡ ଭିଆଇଥିବା ସୂଚନା ମିଳିଛି। ପ୍ରଥମେ ଏଠାରେ ଚାଲିଥିବା ରାସ୍ତାକାମକୁ ମାଓବାଦୀମାନେ ବିରୋଧ କରିବା ସହିତ କାମ ବନ୍ଦ କରିଥିଲେ। ଏହାସହ ଶ୍ରମିକ ଏବଂ ଗାଡ଼ି ଚାଳକମାନଙ୍କୁ ମାଡ଼ ମାରିଥିଲେ। ଏହାପରେ ଘଟଣାସ୍ଥଳରେ ଥିବା ଟିପ୍ପର ଏବଂ ପ୍ରୋକଲିନ୍ ଆଦି ୪ଟି ଗାଡ଼ିରେ ମାଓବାଦୀମାନେ ନିଆଁ […]

naxel

naxel

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 10:24 PM IST

Sports

Latest News

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ରାମାରାମ ଗାଁରେ ଆଜି ଅପରାହ୍ନରେ ମାଓ ହିଂସା ଦେଖିବାକୁ ମିଳିଛି। ୨୦ରୁ ୨୫ ଜଣ ସଶସ୍ତ୍ର ମାଓବାଦୀ ଏହି ଗାଁ'କୁ ଆସି ହିଂସାକାଣ୍ଡ ଭିଆଇଥିବା ସୂଚନା ମିଳିଛି। ପ୍ରଥମେ ଏଠାରେ ଚାଲିଥିବା ରାସ୍ତାକାମକୁ ମାଓବାଦୀମାନେ ବିରୋଧ କରିବା ସହିତ କାମ ବନ୍ଦ କରିଥିଲେ। ଏହାସହ ଶ୍ରମିକ ଏବଂ ଗାଡ଼ି ଚାଳକମାନଙ୍କୁ ମାଡ଼ ମାରିଥିଲେ। ଏହାପରେ ଘଟଣାସ୍ଥଳରେ ଥିବା ଟିପ୍ପର ଏବଂ ପ୍ରୋକଲିନ୍ ଆଦି ୪ଟି ଗାଡ଼ିରେ ମାଓବାଦୀମାନେ ନିଆଁ ଲଗାଇଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ସମ୍ପୃକ୍ତ ଅଞ୍ଚଳରେ ଅପରେସନ୍ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story