ମଦ୍ୟପ ବରକୁ ବାହାହେବା ଘଟଣାରେ ନୂଆ ଟ୍ୱିଷ୍ଟ: ଆଉ ଜଣେ ଯୁବତୀ ଆଣିଲେ ପ୍ରତାରଣା ଅଭିଯୋଗ

ରାଉରକେଲା(ଓଡିଶା ରିପୋର୍ଟର): ମଦ୍ୟପ ବରକୁ ଛି କରି ପୁଣି ବାହାହେବା ପ୍ରସଙ୍ଗରେ ଆସିଛି ନୂଆ ଟ୍ୱିଷ୍ଟ। ଟାଙ୍ଗରପାଲି ଥାନାରେ ସଂପୃକ୍ତ ବର ନାଁରେ ପୁଣି ଏକ ଜଘନ୍ୟ ଅଭିଯୋଗ ହୋଇଛି। ସେକ୍ଟର-୭ର ଜଣେ ଯୁବତୀ ସଂପୃକ୍ତ ବର ବିରୋଧରେ ଅଭିଯୋଗ ଆଣିଛନ୍ତି। ସଂପୃକ୍ତ ଯୁବକ ତାଙ୍କୁ ପୂର୍ବରୁ ବିବାହ କରିଥିବା ଅଭିଯୋଗ କରିଛନ୍ତି ଯୁବତୀ। ବିବାହ ସହ ଶାରିରୀକ ସଂପର୍କ ରଖିଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ଯୁବତୀ ଅଭିଯୋଗ ଆଧାରରେ  ପୋଲିସ ସାନି ମାମଲା ରୁଜୁ କରିଛି।

ପୋଲିସ କାଲି ବିବାହ କରିଥିବା ଯୁବତୀଙ୍କୁ ବରଘର ବନ୍ଧମୁଣ୍ଡା ଥାନା ଚମ୍ପାଗଡ଼ ଗାଁରୁ ଉଦ୍ଧାର କରିଛି। ବର ମଦ ପିଇଥିବାରୁ ବାହାବେଦୀରୁ ଉଠି ଆସିଥିଲେ ଯୁବତୀ। ପରେ ଥାନାରେ ଆପୋଷ ମିଳାମିଶାରେ ବାହାଘର ହୋଇଥିଲା। କାଲି ବାହାଘର ପରେ ଆଜି ଶାଶୁଘର ଯାଇଛନ୍ତି ନବ ବିବାହିତା।

ଅନ୍ୟପକ୍ଷରେ ଅଭିଯୁକ୍ତ ବରକୁ ଆକ୍ରମଣ ପାଇଁ ଥାନାରେ ଧସେଇ ପଶିବାକୁ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳାଙ୍କ ଉଦ୍ୟମ କରିଥିବା ଜଣାପଡ଼ିଛି।

Ordigital Desk
• Published: Tuesday, 06 March 2018
• Updated: 06 March 2018, 01:29 PM IST

Sports

Latest News

ରାଉରକେଲା(ଓଡିଶା ରିପୋର୍ଟର): ମଦ୍ୟପ ବରକୁ ଛି କରି ପୁଣି ବାହାହେବା ପ୍ରସଙ୍ଗରେ ଆସିଛି ନୂଆ ଟ୍ୱିଷ୍ଟ। ଟାଙ୍ଗରପାଲି ଥାନାରେ ସଂପୃକ୍ତ ବର ନାଁରେ ପୁଣି ଏକ ଜଘନ୍ୟ ଅଭିଯୋଗ ହୋଇଛି। ସେକ୍ଟର-୭ର ଜଣେ ଯୁବତୀ ସଂପୃକ୍ତ ବର ବିରୋଧରେ ଅଭିଯୋଗ ଆଣିଛନ୍ତି। ସଂପୃକ୍ତ ଯୁବକ ତାଙ୍କୁ ପୂର୍ବରୁ ବିବାହ କରିଥିବା ଅଭିଯୋଗ କରିଛନ୍ତି ଯୁବତୀ। ବିବାହ ସହ ଶାରିରୀକ ସଂପର୍କ ରଖିଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ଯୁବତୀ ଅଭିଯୋଗ ଆଧାରରେ  ପୋଲିସ ସାନି ମାମଲା ରୁଜୁ କରିଛି।

ପୋଲିସ କାଲି ବିବାହ କରିଥିବା ଯୁବତୀଙ୍କୁ ବରଘର ବନ୍ଧମୁଣ୍ଡା ଥାନା ଚମ୍ପାଗଡ଼ ଗାଁରୁ ଉଦ୍ଧାର କରିଛି। ବର ମଦ ପିଇଥିବାରୁ ବାହାବେଦୀରୁ ଉଠି ଆସିଥିଲେ ଯୁବତୀ। ପରେ ଥାନାରେ ଆପୋଷ ମିଳାମିଶାରେ ବାହାଘର ହୋଇଥିଲା। କାଲି ବାହାଘର ପରେ ଆଜି ଶାଶୁଘର ଯାଇଛନ୍ତି ନବ ବିବାହିତା।

ଅନ୍ୟପକ୍ଷରେ ଅଭିଯୁକ୍ତ ବରକୁ ଆକ୍ରମଣ ପାଇଁ ଥାନାରେ ଧସେଇ ପଶିବାକୁ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳାଙ୍କ ଉଦ୍ୟମ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos