କୁକୁଡ଼ା କାଉଣ୍ଟର ଉପରକୁ ବୋମାମାଡ଼, ଜଣେ ଆହତ

boma-mada

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଲକ୍‌ ଛକ ନିକଟସ୍ଥ ଏକ କୁକୁଡ଼ା କାଉଣ୍ଟରକୁ ଆଜି କିଛି ଦୁର୍ବୁତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ କାଉଣ୍ଟରର ଜଣେ କର୍ମଚାରୀ ବଲ୍ଲଭ ଯେନା ଆହତ ହୋଇଛନ୍ତି। ତାଙ୍କୁ ମାର୍ଶାଘାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Previous ArticleNext Article

Send this to a friend