ସରିଲା ମାଟ୍ରିକ ପରୀକ୍ଷା

matric

ଭୁବନେଶ୍ୱର: ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ସରିଛି। ଆଜି ଶେଷ ଦିନରେ ଇତିହାସ ଓ ଭୂଗୋଳ ବିଷୟରେ ପରୀକ୍ଷା ହୋଇଥିଲା।

ଚଳିତବର୍ଷ ପ୍ରାୟ ୬ ଲକ୍ଷ ୮ ହଜାର ୬୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ। ପରୀକ୍ଷା ପାଇଁ ୨,୯୮୩ଟି କେନ୍ଦ୍ର କରାଯାଇଥିଲା। କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ୱାଡ ଗଠନ କରାଯାଇ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖାଯାଇଥିଲା।

Previous ArticleNext Article

Send this to a friend