ମୌସୁମୀ ଅଧିବେଶନରେ ଆସିପାରେ ଓଡ଼ିଶା ପୋଲିସ ବିଲ୍-୨୦୧୫

ଭୁବନେଶ୍ୱର: ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ ଆସିପାରେ ବହୁ ପ୍ରତୀକ୍ଷିତ ଓଡ଼ିଶା ପୋଲିସ ବିଲ୍-୨୦୧୫। ଗତ ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହୋଇଥିଲେ ମଧ୍ୟ ଆଲୋଚନାକୁ ଆସି ନଥିଲା। ଏଥର କିନ୍ତୁ ସଦସ୍ୟକୁ ଓଡ଼ିଆ ଭାଷାରେ ବିଲର ନକଲ ଦିଆଯିବା ସହ ଆଲୋଚନା ମାଧ୍ୟମରେ ଏହାକୁ ପାସ୍ କରିବା ପାଇଁ ଉଦ୍ୟମ କରିବେ ସରକାର। ଏପଟେ ବିଲରେ ଥିବା କିଛି ବ୍ୟବସ୍ଥାକୁ କଂଗ୍ରେସ ଓ ବିଜେପି ବିରୋଧ କରି ଏହାକୁ ସିଲେକଟ୍ କମିଟିକୁ ପଠାଇବାକୁ ଦାବି […]

Odisha-Police

Odisha-Police

Rakesh Mallick
  • Published: Sunday, 05 July 2015
  • Updated: 05 July 2015, 02:37 PM IST

ଭୁବନେଶ୍ୱର: ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ ଆସିପାରେ ବହୁ ପ୍ରତୀକ୍ଷିତ ଓଡ଼ିଶା ପୋଲିସ ବିଲ୍-୨୦୧୫। ଗତ ବଜେଟ୍ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହୋଇଥିଲେ ମଧ୍ୟ ଆଲୋଚନାକୁ ଆସି ନଥିଲା। ଏଥର କିନ୍ତୁ ସଦସ୍ୟକୁ ଓଡ଼ିଆ ଭାଷାରେ ବିଲର ନକଲ ଦିଆଯିବା ସହ ଆଲୋଚନା ମାଧ୍ୟମରେ ଏହାକୁ ପାସ୍ କରିବା ପାଇଁ ଉଦ୍ୟମ କରିବେ ସରକାର। ଏପଟେ ବିଲରେ ଥିବା କିଛି ବ୍ୟବସ୍ଥାକୁ କଂଗ୍ରେସ ଓ ବିଜେପି ବିରୋଧ କରି ଏହାକୁ ସିଲେକଟ୍ କମିଟିକୁ ପଠାଇବାକୁ ଦାବି କରିଆସୁଛନ୍ତି। ପ୍ରଥମ ଥର ପାଇଁ ଓଡିଆରେ ଆସିବ ଏହି ପୋଲିସ ବିଲ। ତେବେ ବିଲର ଭାଗ୍ୟ ଓ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ବିଲରେ ଥିବା ବ୍ୟବସ୍ଥାକୁ ସହଜରେ ଗ୍ରହଣ କରୁନାହଁନ୍ତି ବିରୋଧୀ ଦଳ। ପ୍ରଥମତଃ ପୋଲିସ୍ ବିଲରେ ଷ୍ଟେଟ ସିକ୍ୟୁରିଟି କମିଶନ ଗଠନ ନେଇ ଥିବା ବ୍ୟବସ୍ଥାରେ ବିରୋଧୀ ଦଳ ନେତାଙ୍କୁ ସଦସ୍ୟ ରଖାଯାଇ  ନଥିବାରୁ ତୁମ୍ୱି ତୋଫୋନ କରିବେ ବିରୋଧୀ ନେତ ନରସିଂହ ମିଶ୍ର ସୂଚନା ଦେଇଛନ୍ତି। ଏହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଅଭିଯୋଗ କରି ବିଲରେ ସଂଶୋଧନ ପ୍ରସ୍ତାବ ଆଣି ପାରନ୍ତି ବିରୋଧୀ। ସେହିପରି ବିଜେପି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିବ ବୋଲି କହିଛନ୍ତି ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା। ଏପଟେ ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି ଯେ, ବିରୋଧୀ ଦଳ ଚାହିଁଲେ ଆଲୋଚନା ବେଳେ ବିଲରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି। ତେବେ ସିଲେକଟ କମିଟିକୁ ପଠାଇବା ନିଷ୍ପତ୍ତି ବାଚସ୍ପତିଙ୍କର ବୋଲି ସେ କହିଛନ୍ତି।Odisha Policeପୋଲିସ ବିଲ୍-୨୦୧୫ରେ ଥିବା ବ୍ୟବସ୍ଥା ଅନୁସାରେ ପୋଲିସ ଡିଜିଙ୍କ ସର୍ବନିମ୍ନ କାର୍ଯ୍ୟକାଳ ଦୁଇବର୍ଷ ରହିବ। ତେବେ ତାଙ୍କ ବିରୋଧରେ ଦୁର୍ନୀତି ଓ ମାନସିକ ନିର୍ଯାତନା ଭଳି ମାମଲାରେ ଚାର୍ଜଫ୍ରେମ୍ ହେଲେ, କୌଣସି ଅଭିଯୋଗରେ ଚାକିରିରୁ ନିଲମ୍ବିତ ହେଲେ, ତଳ ପାହ୍ୟାକୁ ଖସାଇ ଦିଆଗଲେ, ଶାରୀରିକ ଓ ମାନସିକ ସୁସ୍ଥତା ହରାଇଲେ, କର୍ତ୍ତବ୍ୟ ସଂପାଦନ ପାଇଁ ଅକ୍ଷମ ହେଲେ, ଉପର ପାହ୍ୟାକୁ ଉନ୍ନୀତ ହେଲେ ବା ସ୍ୱେଚ୍ଛାକୃତ ଅବସର ନେଲେ, ଡିଜି ପଦବୀ ହରାଇବାକୁ ପଡ଼ିବ। ଏହି ପରି କଡା ନିୟମ ରହିଛି ନୂଆ ପୋଲିସ ବିଲ୍ ଲାଗୁ ହେବାର ୬ ମାସ ମଧ୍ୟରେ ରାଜ୍ୟ ସରକାର ଷ୍ଟେଟ୍ ସିକ୍ୟୁରିଟି କମିଶନ ଗଠନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story