ଗୋବିନ୍ଦଙ୍କ ଗୋଡରୁ ଖୋଲିଲା ବେଡି

ବଲାଙ୍ଗିର(ଓଡିଶା ରିପୋର୍ଟର): ଗୋବିନ୍ଦଙ୍କ ଗୋଡରୁ ଫିଟିଲା ବେଡି। ଡାକ୍ତରଖାନାରେ ଭର୍ତ୍ତି ହେଲେ। ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଘରକୁ ଫେରିବେ । ନର୍କ ଯନ୍ତ୍ରଣାରୁ ମୁକ୍ତି ପାଇବେ। ଏମିତି ଆଶାରେ ରହିଛନ୍ତି ବଲାଙ୍ଗିର ଜିଲା ଲାଲଟିକ୍ରା ଗୋପବନ୍ଧୁନଗରରର ତାଙ୍କ ପରିବାର ଲୋକେ । ଅର୍ଥଭାବାରୁ ସେ ଦୀର୍ଘଦିନ ଦିନ ଚିକିତ୍ସିତ ହୋଇପାରୁ ନ ଥିଲେ। ପ୍ରଶାସନ ପାଖରେ ବାରମ୍ବାର ଏ ନେଇ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିଲା । ହେଲେ ଶେଷରେ […]

f51

f51

Rakesh Mallick
  • Published: Friday, 30 March 2018
  • Updated: 30 March 2018, 09:34 PM IST

Sports

Latest News

ବଲାଙ୍ଗିର(ଓଡିଶା ରିପୋର୍ଟର): ଗୋବିନ୍ଦଙ୍କ ଗୋଡରୁ ଫିଟିଲା ବେଡି। ଡାକ୍ତରଖାନାରେ ଭର୍ତ୍ତି ହେଲେ। ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଘରକୁ ଫେରିବେ । ନର୍କ ଯନ୍ତ୍ରଣାରୁ ମୁକ୍ତି ପାଇବେ। ଏମିତି ଆଶାରେ ରହିଛନ୍ତି ବଲାଙ୍ଗିର ଜିଲା ଲାଲଟିକ୍ରା ଗୋପବନ୍ଧୁନଗରରର ତାଙ୍କ ପରିବାର ଲୋକେ । ଅର୍ଥଭାବାରୁ ସେ ଦୀର୍ଘଦିନ ଦିନ ଚିକିତ୍ସିତ ହୋଇପାରୁ ନ ଥିଲେ। ପ୍ରଶାସନ ପାଖରେ ବାରମ୍ବାର ଏ ନେଇ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିଲା । ହେଲେ ଶେଷରେ ପ୍ରଶାସନର ଶୁଭଦୃଷ୍ଟି ପଡିଛି ପିଡିତଙ୍କ ଉପରେ।

ଶୁକ୍ରବାର ସକାଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ  ସାଂଗରେ ଆମ୍ବୁଲାନ୍ସ ଧରି  ଠିକଣା ଖୋଜି ଖୋଜି ପହଞ୍ଚିଥିଲେ ଗୋବିନ୍ଦଙ୍କ ଘରେ । ସି.ଡି.ଏମ୍.ଓ  କିଛି ସମୟର ଆଲୋଚନା କରିବା ପରେ, ଗୋବିନ୍ଦଙ୍କ ଗୋଡରୁ ଦୀର୍ଘ ଦିନରୁ ପଡିଥିବା ବେଡି ଖୋଲାଯାଇଛି। ଆମ୍ବୁଲାନ୍ସରେ ତାଙ୍କୁ ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଖୋଦ ସି.ଡି.ଏମ୍.ଓଙ୍କ ତତ୍ତ୍ୱାବଧାନରେ, ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ପରେ ଆରମ୍ଭ ହୋଇଛି ତାଙ୍କ ଚିକିତ୍ସା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story