ହୁସିଆର! ଆଜି ଅପରାହ୍ନରେ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟା ମଧ୍ୟରେ ରାଜ୍ୟର ୧୮ ଟି ଜିଲ୍ଲାରେ ବଜ୍ରପାତ  ହେବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ମୟୁରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ରାୟଗଡ଼ା, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଏହି ବଜ୍ରପାତ୍ରର ସମ୍ଭାବନା ରହିଛି। ତେଣୁ ଏସବୁ ଜିଲ୍ଲାର ବାସିନ୍ଦା ଅପରାହ୍ନ ୪ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି। […]

lightening

lightening

Rakesh Mallick
  • Published: Monday, 14 August 2017
  • Updated: 14 August 2017, 07:14 PM IST

Sports

Latest News

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟା ମଧ୍ୟରେ ରାଜ୍ୟର ୧୮ ଟି ଜିଲ୍ଲାରେ ବଜ୍ରପାତ  ହେବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ମୟୁରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ରାୟଗଡ଼ା, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଏହି ବଜ୍ରପାତ୍ରର ସମ୍ଭାବନା ରହିଛି। ତେଣୁ ଏସବୁ ଜିଲ୍ଲାର ବାସିନ୍ଦା ଅପରାହ୍ନ ୪ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି।

ରାଜ୍ୟରେ ବଜ୍ରପାତର କାରଣ ଖୋଜିବା ପାଇଁ ଗଠନ ହେବ ଏକ ଏକ୍ସପର୍ଟ କମିଟି। ଏହି କମିଟିରେ ଓସ୍‌ଡମା ଓ ଏସ୍‌ଆସିର ବିଶେଷଜ୍ଞ ରହିବେ। ସେମାନେ ବଜ୍ରପାତରେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟର ତର୍ଜମା କରିବେ। ଏଥିସହ ବଜ୍ରପାତରୁ ରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯିବ। ବଜ୍ରପାତ ମୃତ୍ୟୁର ପ୍ରତିକାର ପାଇଁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ସୂଚନା ଦେଇଥିଲେ।

ସାଧାରଣତଃ ମାର୍ଚ୍ଚରୁ ମେ ଓ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ଅଧିକ ବଜ୍ରପାତ ହୋଇଥାଏ। ମାର୍ଚ୍ଚରୁ ମେ ମଧ୍ୟରେ ବାୟୁ ଶୁଷ୍କ ଥିବାରୁ ବଜ୍ରପାତ ସେତେ ହାନି କରେନି। ଜୁନରୁ ସେପ୍ଟେମ୍ବର ମଧ୍ୟରେ ବାୟୁର ଆଦ୍ରତା ବୃଦ୍ଧି ପାଇଥାଏ। ଯାହା ଦ୍ୱାରା ବଜ୍ରପାତର ଫ୍ରିକ୍ୟୁଏନ୍ସି ଓ ତୀବ୍ରତା ବୃଦ୍ଧି ପାଇଥାଏ। ତେଣୁ ଏହି ସମୟରେ ହିଁ ଅଧିକ ଲୋକଙ୍କ ମୃତାହତ ହୋଇଥାଏ।

ବଜ୍ରପାତ ସମୟରେ କିପରି ନିଜକୁ ସୁରକ୍ଷିତ ରଖିପାରିବେ?

-ବର୍ଷା ଓ ଘଡଘଡି ସମୟରେ ଖୋଲା ପଡିଆ, ବିଲ ଓ ଜଳାଶୟ ନିକଟରେ ରୁହନ୍ତୁ ନାହିଁ।

-ବିଦ୍ୟୁତ୍ ପ୍ରବାହିତ ବସ୍ତୁଠାରୁ ଦୂରରେ ରୁହନ୍ତୁ।

-ଦୁଇ ଚକିଆ ଯାନରେ ଯାଉଥିଲେ ଧୀରେଧୀରେ ଚଳାନ୍ତୁ। ନଚେତ୍ ସୁରକ୍ଷିତ ସ୍ଥାନକୁ ଚାଲି ଯଆନ୍ତୁ।

-ଗଛ, ବିଦ୍ୟୁତ୍ ତାର ତଳେ ଆଶ୍ରୟ ନିଅନ୍ତୁ ନାହିଁ। ବିଜୁଳି ମାରିବା ସମୟରେ ଟିଭି, ଟେଲିଫୋନ ଓ ମୋବାଇଲ ଫୋନ ଆଦି ବ୍ୟବହାର କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story