ଏଥର କେମିତି ରହିବ ମୌସୁମୀର ମୁଡ୍‌, ଆସିଲା ଭବିଷ୍ୟବାଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ଖୁସି ଖବର। ଚଳିତବର୍ଷ ସ୍ୱାଭାବିକ ଭାବେ ମୌସୁମୀ ବର୍ଷା ହେବ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ  କେନ୍ଦ୍ର। ଏଥର ପ୍ରାୟ ୯୭% ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ଚଳିତବର୍ଷ ମେ’ ୧୫ ତାରିଖରେ କେରଳ ଛୁଇଁବ ମୌସୁମୀ। ଏଥିସହ ସ୍ୱାଭାବିକ ଭାବେ ହେବ ମୌସୁମୀ ବର୍ଷା। ଜୁନରୁ ସେପ୍ଟେମ୍ୱର ମଧ୍ୟରେ ପ୍ରାୟ ୯୭ % ବର୍ଷା ହେବ। ପୂର୍ବାନୁସାରେ ୫ % କମ୍‌ […]

Met dept predicts normal rainfall1

Met dept predicts normal rainfall1

Rakesh Mallick
  • Published: Monday, 16 April 2018
  • Updated: 16 April 2018, 05:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ଖୁସି ଖବର। ଚଳିତବର୍ଷ ସ୍ୱାଭାବିକ ଭାବେ ମୌସୁମୀ ବର୍ଷା ହେବ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ  କେନ୍ଦ୍ର। ଏଥର ପ୍ରାୟ ୯୭% ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି।

ଚଳିତବର୍ଷ ମେ’ ୧୫ ତାରିଖରେ କେରଳ ଛୁଇଁବ ମୌସୁମୀ। ଏଥିସହ ସ୍ୱାଭାବିକ ଭାବେ ହେବ ମୌସୁମୀ ବର୍ଷା। ଜୁନରୁ ସେପ୍ଟେମ୍ୱର ମଧ୍ୟରେ ପ୍ରାୟ ୯୭ % ବର୍ଷା ହେବ। ପୂର୍ବାନୁସାରେ ୫ % କମ୍‌ କିମ୍ବା ବେଶୀ ବର୍ଷା  ହୋଇପାରେ। ପ୍ରାଥମିକ ପର୍ଯ୍ୟାୟରେ ଏଭଳି ପୂର୍ବାନୁମାନ କରାଯାଇଥିବା ବେଳେ ଜୁନ ବେଳକୁ ଆଞ୍ଚଳିକ ଭିତ୍ତିରେ ପୁଣି ଥରେ ପାଣିପାଗ ସମ୍ପର୍କରେ ସୂଚନା ମିଳିବ। ବିଗତ ୫୦ ବର୍ଷ ମଧ୍ୟରେ ଯଦି ବର୍ଷାର ରେକର୍ଡ ଦେଖାଯାଏ, ତାହେଲେ ହାରାହାରି ୮୯  ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ହେଲେ ଏଥର ଏହା ୯୬ରୁ ୧୦୪ ସେଣ୍ଟିମିଟର ରହିବ ବୋଲି ଭାରତୀୟ ପାଣିପାଗ  କେନ୍ଦ୍ର ପୂର୍ବାନୁମାନ କରିଛି। ୯୦ % ରୁ କମ୍ ବର୍ଷା ହେଲେ ତାହାକୁ ବର୍ଷାଭାବ ବୋଲି ଧରାଯାଏ। କିନ୍ତୁ ୯୦%ରୁ ଅଧିକ ବର୍ଷାକୁ ସ୍ୱାଭାବିକ ବର୍ଷା ଭାବେ ବିବେଚନା କରାଯାଏ। ଲଗାତାର ୩ୟ ବର୍ଷ ପାଇଁ ଏଥର ମୌସୁମୀ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ  କେନ୍ଦ୍ର କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story