ଶିଶୁ ସୁରକ୍ଷା କେନ୍ଦ୍ରରୁ ନାବାଳିକା ନିଖୋଜ

ଭବାନୀପାଟଣା(ଅଜିତ ସିଂ): କଳାହାଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ରରୁ ଜଣେ ନାବାଳିକା ନିଖୋଜ ହୋଇଯାଇଛି। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି।  ଗତ ୨୯ ତାରିଖରେ ନାବାଳିକା ଜଣଙ୍କ ଖେଳୁଥିବା ବେଳେ ହଠାତ୍ ଶିଶୁ ସୁରକ୍ଷା କେନ୍ଦ୍ର ପରିସରରୁ ନିଖୋଜ ହୋଇଯାଇଥିଲେ। ନାବାଳିକାଙ୍କ ପରିବାର ପକ୍ଷରୁ ମଧ୍ୟ ଶିଶୁ ମଙ୍ଗଳ ସମିତି ବିରୋଧରେ ଥାନାରେ ଏତଲା ଦିଆଯାଇଛି। ପୂର୍ବରୁ ନିଖୋଜ ନାବାଳିକାକୁ ଜଣେ ବିବାହିତ ଯୁବକ ଅପହରଣ କରି ନେଇଥିଲେ।  ପୋଲିସ ହସ୍ତକ୍ଷେପ ପରେ ନାବାଳିକାକୁ ଠାବ […]

kalahandi

kalahandi

Rakesh Mallick
  • Published: Friday, 04 May 2018
  • Updated: 04 May 2018, 01:14 PM IST

Sports

Latest News

ଭବାନୀପାଟଣା(ଅଜିତ ସିଂ): କଳାହାଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ରରୁ ଜଣେ ନାବାଳିକା ନିଖୋଜ ହୋଇଯାଇଛି। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି।  ଗତ ୨୯ ତାରିଖରେ ନାବାଳିକା ଜଣଙ୍କ ଖେଳୁଥିବା ବେଳେ ହଠାତ୍ ଶିଶୁ ସୁରକ୍ଷା କେନ୍ଦ୍ର ପରିସରରୁ ନିଖୋଜ ହୋଇଯାଇଥିଲେ। ନାବାଳିକାଙ୍କ ପରିବାର ପକ୍ଷରୁ ମଧ୍ୟ ଶିଶୁ ମଙ୍ଗଳ ସମିତି ବିରୋଧରେ ଥାନାରେ ଏତଲା ଦିଆଯାଇଛି।

ପୂର୍ବରୁ ନିଖୋଜ ନାବାଳିକାକୁ ଜଣେ ବିବାହିତ ଯୁବକ ଅପହରଣ କରି ନେଇଥିଲେ।  ପୋଲିସ ହସ୍ତକ୍ଷେପ ପରେ ନାବାଳିକାକୁ ଠାବ କରାଯାଇ ଶିଶୁ ମଙ୍ଗଳ ସମିତି ପରିସରରେ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos