ମିସେସ୍‌ ଏସିଆ ପ୍ୟାସିଫିକ୍‌ ପ୍ରିୟଦର୍ଶିନୀ ଗୁରୁତର, କାର୍ଯ୍ୟକ୍ରମ ସାରି ଫେରିବା ବେଳେ ଘଟିଛି ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିସେସ୍ ଏସିଆ ପ୍ୟାସିଫିକ୍ ୨୦୧୮ର ଟାଇଟଲ ବିଜେତା ପ୍ରିୟଦର୍ଶିନୀ ପଣ୍ଡା ଦୁର୍ଘଟଣାରେ ଆହତ ହୋଛନ୍ତି । ଗତକାଲି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବାକୁ ରାୟପୁରୁ ସମ୍ବଲପୁର ଯିବା ରାସ୍ତାରେ ଦୁର୍ଘଟଣା ଘଟିଥିଲା। ସୂଚନା ଅନୁୟାୟୀ ସମ୍ବଲପୁର ବାସିନ୍ଦା ପ୍ରିୟଦର୍ଶିନୀ ପଣ୍ଡା ମିସେସ୍ ଏସିଆ ପ୍ୟାସିଫିକ୍ ୨୦୧୮ର ଟାଇଟଲ ଜତିବା ପରେ ବିଭିନ୍ନ ଆଡ଼ୁ ଅଭିନନ୍ଦନର ସୁଅ ଛୁଟୁଥିଲା। ଗତ ଶନିବାର ସମ୍ବଲପୁରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେବାର ଥିଲା। ଏଥିରେ ଯୋଗଦେବାକୁ ସେ ରାୟପୁରରୁ […]

priyadarsini

priyadarsini

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 11:25 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିସେସ୍ ଏସିଆ ପ୍ୟାସିଫିକ୍ ୨୦୧୮ର ଟାଇଟଲ ବିଜେତା ପ୍ରିୟଦର୍ଶିନୀ ପଣ୍ଡା ଦୁର୍ଘଟଣାରେ ଆହତ ହୋଛନ୍ତି । ଗତକାଲି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବାକୁ ରାୟପୁରୁ ସମ୍ବଲପୁର ଯିବା ରାସ୍ତାରେ ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁୟାୟୀ ସମ୍ବଲପୁର ବାସିନ୍ଦା ପ୍ରିୟଦର୍ଶିନୀ ପଣ୍ଡା ମିସେସ୍ ଏସିଆ ପ୍ୟାସିଫିକ୍ ୨୦୧୮ର ଟାଇଟଲ ଜତିବା ପରେ ବିଭିନ୍ନ ଆଡ଼ୁ ଅଭିନନ୍ଦନର ସୁଅ ଛୁଟୁଥିଲା। ଗତ ଶନିବାର ସମ୍ବଲପୁରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେବାର ଥିଲା। ଏଥିରେ ଯୋଗଦେବାକୁ ସେ ରାୟପୁରରୁ ସମ୍ବଲପୁରକୁ କାରରେ ଫେରୁଥିବାବେଳେ ସଂଧ୍ୟା ୬ ଟା ୩୦ରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାର ତାଙ୍କ ଶାଶୁ ଶ୍ୱଶୁର ମଧ୍ୟ ଗୁରୁତର ହୋଇଛନ୍ତି।

ଆହତ ତିନିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନି ଜଣଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି। ସୂଚନା ଅନୁୟାୟୀ ପ୍ରିୟଦର୍ଶିନୀଙ୍କ ମସ୍ତିଷ୍କ ସ୍କାନିଂ ପାଇଁ ପରାମର୍ଶ ଦିଆଯାଇଛି। ତେବେ ରିପୋର୍ଟ ଅନୁସାରେ ପ୍ରିୟଦର୍ଶିନୀ ବିପଦମୁକ୍ତ ଥିବାବେଳେ ତାଙ୍କ ଶାଶୂ  ରେଖାଙ୍କୁ ଆଇସିୟୁରୁ ବାହାର କରାଯାଇଛି। ଶ୍ୱଶୁର ମହେଶ୍ୱରଙ୍କ ଗୋଡ଼ ହାତ ଭାଙ୍ଗି ଯାଇଥିବା ଜଣାଯାଇଛି। ସେ ଏବେ ମଧ୍ୟ ଆଇସିୟୁରେ ଅଛନ୍ତି। । ପ୍ରିୟଦର୍ଶୀନୀଙ୍କ ଦୁଇ ପୁଅଙ୍କ ଅବସ୍ଥା ସ୍ଥିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story