ପରୀକ୍ଷା ହଲ୍‌ରେ ମୋବାଇଲ ଧରିପାରିବେ ନାହିଁ ପରୀକ୍ଷକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଟ୍ରିକ ପରୀକ୍ଷା ବେଳେ ପରୀକ୍ଷକମାନେ ମୋବାଇଲ ବ୍ୟବହାର ନେଇ ଜାରି ହୋଇଛି କଟକଣା।  ତେବେ ଏହାକୁ କେତେକ ପରୀକ୍ଷା କେନ୍ଦ୍ରରେ ପାଳନ କରାଯାଉନଥିବା ନଜରକୁ ଆସିଛି। ଏହାକୁ କଡାକଡି ପାଳନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।  ପରୀକ୍ଷକମାନେ କୌଣସି ପରିସ୍ଥିତିରେ ପରୀକ୍ଷା ହଲ୍‌ରେ ମୋବାଇଲ ଧରିପାରିବେ ନାହିଁ।  ପରୀକ୍ଷାର୍ଥୀମାନଙ୍କୁ ଚିହ୍ନଟ କରିବାକୁ ଆସିଥିବା ଶିକ୍ଷକମାନେ ମଧ୍ୟ ମୋବାଇଲ ବ୍ୟବହାର କରିବେ ନାହିଁ।  ଏଥିସହ ଗଣମାଧ୍ୟମ ପ୍ରତିନିଧିମାନେ ପରୀକ୍ଷା ହଲ […]

MOBILEIMAGE

MOBILEIMAGE

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 01:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଟ୍ରିକ ପରୀକ୍ଷା ବେଳେ ପରୀକ୍ଷକମାନେ ମୋବାଇଲ ବ୍ୟବହାର ନେଇ ଜାରି ହୋଇଛି କଟକଣା।  ତେବେ ଏହାକୁ କେତେକ ପରୀକ୍ଷା କେନ୍ଦ୍ରରେ ପାଳନ କରାଯାଉନଥିବା ନଜରକୁ ଆସିଛି। ଏହାକୁ କଡାକଡି ପାଳନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।  ପରୀକ୍ଷକମାନେ କୌଣସି ପରିସ୍ଥିତିରେ ପରୀକ୍ଷା ହଲ୍‌ରେ ମୋବାଇଲ ଧରିପାରିବେ ନାହିଁ।  ପରୀକ୍ଷାର୍ଥୀମାନଙ୍କୁ ଚିହ୍ନଟ କରିବାକୁ ଆସିଥିବା ଶିକ୍ଷକମାନେ ମଧ୍ୟ ମୋବାଇଲ ବ୍ୟବହାର କରିବେ ନାହିଁ।  ଏଥିସହ ଗଣମାଧ୍ୟମ ପ୍ରତିନିଧିମାନେ ପରୀକ୍ଷା ହଲ ଭିତରକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।  କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟମାନେ ମୋବାଇଲ ବ୍ୟବହାର କରିପାରିବେ।

ଏହି ନିର୍ଦ୍ଦେଶନାମାକୁ କଡାକଡି ପାଳନ କରିବା ପାଇଁ ବୋର୍ଡ ପକ୍ଷରୁ ସବୁ ସେଣ୍ଟର ସୁପରିଟେଣ୍ଡେଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos