ମୋବାଇଲ ଚାର୍ଜରେ ବସିଥିବା ବେଳେ କଥା ହେଉଥିଲେ, ଫାଟିଗଲା

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ମଣିଷ ଜୀବନରେ ମୋବାଇଲ୍‌ ଏକ ଦରକାରି ଦ୍ରବ୍ୟରେ ପରିଣତ ହୋଇଯାଇଛି। ମାତ୍ର ସାମାନ୍ୟ ଅସାବଧାନତା ଯୋଗୁଁ ମୋବାଇଲ୍‌ କେତେ ଭୟଙ୍କର ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ। କେରିଆକାନୀ ଗାଁର ଉମା ଓରାମ ମୋବାଇଲ ଚାର୍ଜରେ ବସାଇ କଥା ହେଉଥିଲେ। ଏହି ସମୟରେ ମୋବାଇଲ ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା […]

mobil blast in jharsugada

mobil blast in jharsugada

Rakesh Mallick
  • Published: Friday, 16 March 2018
  • Updated: 16 March 2018, 06:29 PM IST

Sports

Latest News

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ମଣିଷ ଜୀବନରେ ମୋବାଇଲ୍‌ ଏକ ଦରକାରି ଦ୍ରବ୍ୟରେ ପରିଣତ ହୋଇଯାଇଛି। ମାତ୍ର ସାମାନ୍ୟ ଅସାବଧାନତା ଯୋଗୁଁ ମୋବାଇଲ୍‌ କେତେ ଭୟଙ୍କର ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ। କେରିଆକାନୀ ଗାଁର ଉମା ଓରାମ ମୋବାଇଲ ଚାର୍ଜରେ ବସାଇ କଥା ହେଉଥିଲେ। ଏହି ସମୟରେ ମୋବାଇଲ ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story