ବିଭିନ୍ନ ସ୍ଥାନରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଛି। ଇସଲାମ ଧର୍ମାବଲମ୍ବୀମାନେ ଆଜିର ଦିନଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଛନ୍ତି।  ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମସଜିଦରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଏହି ଅବସରରେ  ଏକ ଜୁଲୁସ ବାହାରି କବରସ୍ତାନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ନିଜ ପରିବାରର ଦିବଂଗତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କଟକରେ ମଧ୍ୟ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ବେଶ ଶ୍ରଦ୍ଧାର ସହ ପାଳନ କରାଯାଇଛି। ଆଜି ସକାଳେ […]

mohamada-jayanti

mohamada-jayanti

Rakesh Mallick
  • Published: Monday, 12 December 2016
  • Updated: 12 December 2016, 02:02 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଛି। ଇସଲାମ ଧର୍ମାବଲମ୍ବୀମାନେ ଆଜିର ଦିନଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଛନ୍ତି।  ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମସଜିଦରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଏହି ଅବସରରେ  ଏକ ଜୁଲୁସ ବାହାରି କବରସ୍ତାନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ନିଜ ପରିବାରର ଦିବଂଗତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

କଟକରେ ମଧ୍ୟ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ବେଶ ଶ୍ରଦ୍ଧାର ସହ ପାଳନ କରାଯାଇଛି। ଆଜି ସକାଳେ ଏଥିପାଇଁ ମସଜିଦ୍ ମାନଙ୍କରେ ମୁସଲମାନ ଧର୍ମାବଲମ୍ବୀମାନେ ଏକାଠି ହୋଇଥିଲେ।

ବାଲେଶ୍ୱର ଜିଲ୍ଲା ସୋରରେ ମଧ୍ୟ ମହମ୍ମଦ ଜୟନ୍ତୀ ପାଳନ କରାଯାଇଛି।

ସେହିପରି ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଗୋହିର ଗ୍ରାମରେ ମଧ୍ୟ ମହମ୍ମଦ ଜୟନ୍ତୀ ପାଳନ କରାଯାଇଛି। ମୁସଲମାନ ଭାଇମାନେ ଏକାଠି ହୋଇ ଗାଁ ପରିକ୍ରମା କରିବା ପରେ ନମାଜ ପାଠ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story