ମାଆ କୋଳରୁ ୧୬ଦିନର ଶିଶୁପୁତ୍ରକୁ ଟେକିନେଲା ମାଙ୍କଡ଼; ତା’ପରେ…

<p>କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କୀ ଥାନା ଅର୍ନ୍ତଗତ ତାଳବସ୍ତ ଗାଁରେ ଅଭାବନୀୟ ଘଟଣା ଘଟିଛି। ମାଆ କୋଳରୁ ଏକ ଶିଶୁପୁତ୍ରକୁ ଟେକି ନେଇଛି ମାଙ୍କଡ଼। ୧୬ ଦିନର ଶିଶୁପୁତ୍ରଟି ଅଗଣାରେ ବାପା, ମାଙ୍କ ମଝିରେ ଶୋଇଥିଲା ବେଳେ ଆଜି ଭୋର୍ ସମୟରେ ମାଙ୍କଡ଼ ଉଠାଇ ନେଇ ପଳାଇଥିବା ଜଣାପଡ଼ିଛି। ମାଙ୍କଡ଼ ନେଇ ପଳାଇଲା ବେଳେ କିଛି ଲୋକ ଦେଖିଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି।</p> <p>ସୂଚନାଯୋଗ୍ୟ-ଏହି ଅଞ୍ଚଳରେ ମାଙ୍କଡ଼ ଉପଦ୍ରବ ଲାଗି ରହିଛି। କିଛିଦିନ ପୂର୍ବରୁ ଏହି ଅଞ୍ଚଳରେ ଜଣେ ମହିଳାଙ୍କୁ ମାଙ୍କଡ଼ ଆକ୍ରମଣ କରିଥିଲା।</p>

Ordigital Desk
  • Published: Saturday, 31 March 2018
  • Updated: 31 March 2018, 09:10 AM IST

Sports

Latest News

<p>କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବାଙ୍କୀ ଥାନା ଅର୍ନ୍ତଗତ ତାଳବସ୍ତ ଗାଁରେ ଅଭାବନୀୟ ଘଟଣା ଘଟିଛି। ମାଆ କୋଳରୁ ଏକ ଶିଶୁପୁତ୍ରକୁ ଟେକି ନେଇଛି ମାଙ୍କଡ଼। ୧୬ ଦିନର ଶିଶୁପୁତ୍ରଟି ଅଗଣାରେ ବାପା, ମାଙ୍କ ମଝିରେ ଶୋଇଥିଲା ବେଳେ ଆଜି ଭୋର୍ ସମୟରେ ମାଙ୍କଡ଼ ଉଠାଇ ନେଇ ପଳାଇଥିବା ଜଣାପଡ଼ିଛି। ମାଙ୍କଡ଼ ନେଇ ପଳାଇଲା ବେଳେ କିଛି ଲୋକ ଦେଖିଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି।</p><p>ସୂଚନାଯୋଗ୍ୟ-ଏହି ଅଞ୍ଚଳରେ ମାଙ୍କଡ଼ ଉପଦ୍ରବ ଲାଗି ରହିଛି। କିଛିଦିନ ପୂର୍ବରୁ ଏହି ଅଞ୍ଚଳରେ ଜଣେ ମହିଳାଙ୍କୁ ମାଙ୍କଡ଼ ଆକ୍ରମଣ କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos