ମାତୃହନ୍ତାର ବର୍ବର କାଣ୍ଡ: ଭାଇ ଉପରେ ରାଗି ମାଆକୁ କଚାଡ଼ି ଦେଲା!

କାମାକ୍ଷାନଗର (ରାକେଶ କୁମାର ଦେହୁରି): ଗର୍ଭଯନ୍ତ୍ରଣା ସହି ଅନ୍ତ ଫାଡ଼ି ଯେଉଁ ମାଆ ପୁଅକୁ ଜନ୍ମ ଦେଇଥିଲା, ସିଏ ଆଜି ଭୁଲି ଗଲା ରକ୍ତର ସମ୍ପର୍କ। କ୍ଷଣିକ ରାଗର ବଶବର୍ତ୍ତୀ ହୋଇ ନିଜ ଜନ୍ମକଲା ମାଆକୁ କଚାଡ଼ି ଦେଲା। ପରେ କାଠ ଫାଳିଆରେ ପିଟିଲା। ଯନ୍ତ୍ରଣାରେ ଛଟପଟ ହୋଇ ମେଡିକାଲରେ ଜୀବନ ହାରିଲା ମାଆ। ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ଗତକାଲି ସନ୍ଧ୍ୟା ବେଳେ କଙ୍କଡାହାଡ଼ ଥାନା ବାଲିକୁମା ପଞ୍ଚାୟତ […]

Mother dies after son hits her in a fit of rage

Ordigital Desk
  • Published: Sunday, 12 August 2018
  • Updated: 12 August 2018, 09:23 PM IST

Sports

Latest News

କାମାକ୍ଷାନଗର (ରାକେଶ କୁମାର ଦେହୁରି): ଗର୍ଭଯନ୍ତ୍ରଣା ସହି ଅନ୍ତ ଫାଡ଼ି ଯେଉଁ ମାଆ ପୁଅକୁ ଜନ୍ମ ଦେଇଥିଲା, ସିଏ ଆଜି ଭୁଲି ଗଲା ରକ୍ତର ସମ୍ପର୍କ। କ୍ଷଣିକ ରାଗର ବଶବର୍ତ୍ତୀ ହୋଇ ନିଜ ଜନ୍ମକଲା ମାଆକୁ କଚାଡ଼ି ଦେଲା। ପରେ କାଠ ଫାଳିଆରେ ପିଟିଲା। ଯନ୍ତ୍ରଣାରେ ଛଟପଟ ହୋଇ ମେଡିକାଲରେ ଜୀବନ ହାରିଲା ମାଆ। ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଗତକାଲି ସନ୍ଧ୍ୟା ବେଳେ କଙ୍କଡାହାଡ଼ ଥାନା ବାଲିକୁମା ପଞ୍ଚାୟତ କୋଈ ଗାଁର ଦେହୁରୀ ସାହିରେ ପୋହଳା ଦେହୁରୀଙ୍କ ଦୁଇ ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଏହି ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲେ। ଏହି ସମୟରେ ମାଆ ପୋହଳା ଦେହୁରୀ ଦୁଇ ପୁଅ ଯୋଗେନ୍ଦ୍ର ଦେହୁରୀ ଓ ଭଗବାନ ଦେହୁରୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ।

ରାଗରେ ଗର୍‌ଗର୍‌ ହେଉଥିବା ପୁଅ ଭଗବାନ ମାଆକୁ ଟେକି ଦୁଆର ବନ୍ଧ ଉପରେ କଚାଡ଼ି ଦେଇଥିଲା। ପରେ ତାଙ୍କୁ କାଠ ଫାଳିଆରେ ପାହାର ପରେ ପାହାର ପକାଇ ଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଆଜି ସକାଳେ ପବିତ୍ର ଏନେଇ କଙ୍କଡ଼ାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ମାତୃହନ୍ତା ପୁଅ ଭଗବାନଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story