ବିଷାକ୍ତ ଖାଦ୍ୟ ନେଲା ମାଆ, ପୁଅ ଓ ଝିଅର ଜୀବନ

berhampur

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭାରେ ବିଷାକ୍ତ ଖାଦ୍ୟ ଖାଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗତକାଲି ପୁଅ ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ମାଆଙ୍କ ମୃତ୍ୟୁ ଘଟିଛି।  ମହିଳାଙ୍କୁ ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରୁ ଅଣାଯାଇ ଭୁବନେଶ୍ୱରରେ ଚିକିତ୍ସା କରାଯାଉଥିଲା।

ସୂଚନାଯୋଗ୍ୟ,ଗତ ମଙ୍ଗଳବାର ରାତିରେ ରୁଟି ଓ ଫୁଲକୋବି ଖାଇ ସମସ୍ତେ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଥିଲା।

Previous ArticleNext Article

Send this to a friend