ଭବିଷ୍ୟତ ନାଗରିକଙ୍କ ନିରାପତ୍ତା ଓ ବିକଶ ଉପରେ ବୈଜୟନ୍ତଙ୍କ ଗୁରୁତ୍ୱ

baijayanta

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଶୁ ଦିବସ ଅବସରରେ ପିଲାମାନଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଦ୍ୟାଳୟରେ ଭବିଷ୍ୟତର ନାଗରିକମାନେ ଯେପରି ନିରାପଦ ରହିବେ ଓ ବିକଶିତ ହେବେ, ସେ ଦିଗରେ ସମସ୍ତେ ଶପଥ ନେବାକୁ ବୈଜୟନ୍ତ ଶିଶୁଦିବସ ଅବସରରେ ଆହ୍ୱାନ ଦେଇଛନ୍ତି।

Previous ArticleNext Article

Send this to a friend