ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ିଲା। କ୍ୱିଣ୍ଟାଲ ପିଛା ଦର ୨୦୦ରୁ  ୨୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଆର୍ଥିକ ବ୍ୟାପାର କମିଟି ସମ୍ପର୍କିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପରେ ଧାନର ଦର କ୍ୱିଣ୍ଟାଲ ପିଛା ପାଖାପାଖି ୧୮ଶହ ଟଙ୍କାରେ ପହଞ୍ଚିଛି।  ଚାଷୀମାନେ ଯେଭଳି ସେମାନଙ୍କ ଉତ୍ପାଦିତ ଖର୍ଚ୍ଚର ଉଚିତ ମୂଲ୍ୟ ପାଇବେ ତାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି […]

Rice_Farming_Nigeria

Rice_Farming_Nigeria

Rakesh Mallick
  • Published: Wednesday, 04 July 2018
  • Updated: 04 July 2018, 02:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ିଲା। କ୍ୱିଣ୍ଟାଲ ପିଛା ଦର ୨୦୦ରୁ  ୨୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଆର୍ଥିକ ବ୍ୟାପାର କମିଟି ସମ୍ପର୍କିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପରେ ଧାନର ଦର କ୍ୱିଣ୍ଟାଲ ପିଛା ପାଖାପାଖି ୧୮ଶହ ଟଙ୍କାରେ ପହଞ୍ଚିଛି।  ଚାଷୀମାନେ ଯେଭଳି ସେମାନଙ୍କ ଉତ୍ପାଦିତ ଖର୍ଚ୍ଚର ଉଚିତ ମୂଲ୍ୟ ପାଇବେ ତାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଧାନ ସହ ଅନ୍ୟ ୧୪ଟି ଶସ୍ୟର ମଧ୍ୟ ଏମ୍ଏସ୍‌ପି ବୃଦ୍ଧି କରା ଯାଇଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos