ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବାକୁ ପ୍ରତିଦିନ କଲେଜ ଛାତ୍ରଛାତ୍ରୀ ଚିଠି ଲେଖିବେ: ଛାତ୍ର କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ସବୁ କଲେଜରୁ ପ୍ରତିଦିନ ଛାତ୍ରୀଛତ୍ରୀମାନେ ନବୀନ ନିବାସକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିବେ। ଏଥିରେ ସହଜ ଓ ସରଳ ଉପାୟରେ କିପରି ଓଡ଼ିଆ ଶିଖି ହେବ ତାହା ସ୍ଥାନ ପାଇବ। ଛାତ୍ର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ବର୍ଣ୍ଣବୋଧ ବହି ଧରି ଛାତ୍ର କଂଗ୍ରେସ ନବୀନ ନିବାସକୁ ଯିବା ଅଭିଯାନ କରିଥିଲେ। ଆଜିର ବୈଠକରେ ସବୁ ନିର୍ବାଚନମଣ୍ଡଳୀ ପାଇଁ ଛାତ୍ର ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା। କଂଗ୍ରେସର ଏପରି […]

congress

congress

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 09:52 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ସବୁ କଲେଜରୁ ପ୍ରତିଦିନ ଛାତ୍ରୀଛତ୍ରୀମାନେ ନବୀନ ନିବାସକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିବେ। ଏଥିରେ ସହଜ ଓ ସରଳ ଉପାୟରେ କିପରି ଓଡ଼ିଆ ଶିଖି ହେବ ତାହା ସ୍ଥାନ ପାଇବ। ଛାତ୍ର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ପୂର୍ବରୁ ବର୍ଣ୍ଣବୋଧ ବହି ଧରି ଛାତ୍ର କଂଗ୍ରେସ ନବୀନ ନିବାସକୁ ଯିବା ଅଭିଯାନ କରିଥିଲେ। ଆଜିର ବୈଠକରେ ସବୁ ନିର୍ବାଚନମଣ୍ଡଳୀ ପାଇଁ ଛାତ୍ର ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା।

କଂଗ୍ରେସର ଏପରି ଅଭିଯାନକୁ ଛାତ୍ର ବିଜେଡି ପକ୍ଷରୁ ସମାଲୋଚନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story