ମୁକ୍ତିକାନ୍ତ ନିରାଶ: କହିଲେ- ମୋଦିଙ୍କୁ ଭେଟି ନପାରିଲେ ଅନଶନ କରିବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକାକୀ ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ରାଉରକେଲାର ଯୁବକ ମୁକ୍ତିକାନ୍ତ  ବିଶ୍ୱାଳଙ୍କୁ ଶେଷରେ ନିରାଶ ହେବାକୁ ପଡିଛି।  ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ବ୍ୟବସ୍ଥା କରାଇବା ପାଇଁ କହିଥିଲେ ମୁକ୍ତିକାନ୍ତ। ତେବେ ଭେଟିବାକୁ ଆସିବା ଆବଶ୍ୟକ ନଥିଲା ବୋଲି ଜୁଏଲ କହିଛନ୍ତି। ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଏବଂ ରାହୁଲ ଗାନ୍ଧି ଟ୍ୱିଟ୍ କରିଥିବାରୁ କଂଗ୍ରେସ ହାତ ଥିବା ସନ୍ଦେହ କରିଛନ୍ତି ଜୁଏଲ। ସେପଟେ […]

muktikanta

muktikanta

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 09:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକାକୀ ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ରାଉରକେଲାର ଯୁବକ ମୁକ୍ତିକାନ୍ତ  ବିଶ୍ୱାଳଙ୍କୁ ଶେଷରେ ନିରାଶ ହେବାକୁ ପଡିଛି।  ଆଜି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ବ୍ୟବସ୍ଥା କରାଇବା ପାଇଁ କହିଥିଲେ ମୁକ୍ତିକାନ୍ତ। ତେବେ ଭେଟିବାକୁ ଆସିବା ଆବଶ୍ୟକ ନଥିଲା ବୋଲି ଜୁଏଲ କହିଛନ୍ତି।

ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଏବଂ ରାହୁଲ ଗାନ୍ଧି ଟ୍ୱିଟ୍ କରିଥିବାରୁ କଂଗ୍ରେସ ହାତ ଥିବା ସନ୍ଦେହ କରିଛନ୍ତି ଜୁଏଲ। ସେପଟେ ଜୁଏଲଙ୍କ ମନ୍ତବ୍ୟ ନେଇ ମୁକ୍ତିକାନ୍ତ କହିଛନ୍ତି, “ଆମ ଅଞ୍ଚଳ ଲୋକ ପ୍ରତିନିଧି ହିସାବରେ ତାଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲି। ହେଲେ ତାଙ୍କର ଏଭଳି ପ୍ରତିକ୍ରିୟା ନିରାଶ କରିଛି।”

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆସିଛି, ଭେଟିବାକୁ ଚେଷ୍ଟା କରିବି। ଯଦି ଭେଟ ହୋଇ ନପାରିବ, ତେବେ ଏଠାରେ ଅନଶନ କରିବି।”

ରାଉରକେଲା ଆଇଜିଏଚ୍‌କୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ୩ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇବା ଲକ୍ଷ୍ୟରେ ଦିଲ୍ଲୀକୁ ପଦଯାତ୍ରା କରିଛନ୍ତି ମୁକ୍ତିକାନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story