ଅବହେଳିତ ଅବସ୍ଥାରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମ୍ୟୁଜିକାଲ ଫାଉଣ୍ଟେନ୍‌

ପୁରୀ(ଓଡିଶା ରିପୋର୍ଟର): ରଙ୍ଗୀନ ଜଳଫୁଆରାରେ ଝଲସିବ ନରେନ୍ଦ୍ର ପୁଷ୍କରଣୀ।  ଶ୍ରୀଜଗନ୍ନାଥଙ୍କ ଭଜନର ତାଳେ ତାଳେ ନାଚି ଉଠିବ ପୁଷ୍କରଣୀର ଜଳରାଶି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପୁରୀରେ ଏମିତି କିଛି ଯୋଜନା କରାଯାଇଥିଲା। ୨୦୧୭ ମସିହାରେ ମ୍ୟୁଜିକାଲ ଫାଉଣ୍ଟେନର ଉଦଘାଟନ କରାଯାଇଥିଲା ।  ଆଶା ଥିଲା ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେବ ଏବଂ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଶୋଭା ବଢିବ । କିନ୍ତୁ ଉଦ୍‌ଘାଟନର ମାତ୍ର ବର୍ଷେ ଭିତରେ ଏହାର ରକ୍ଷଣାବେକ୍ଷଣାକୁ […]

Narendra-Pokhari-3

Narendra-Pokhari-3

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 09:48 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ରଙ୍ଗୀନ ଜଳଫୁଆରାରେ ଝଲସିବ ନରେନ୍ଦ୍ର ପୁଷ୍କରଣୀ।  ଶ୍ରୀଜଗନ୍ନାଥଙ୍କ ଭଜନର ତାଳେ ତାଳେ ନାଚି ଉଠିବ ପୁଷ୍କରଣୀର ଜଳରାଶି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପୁରୀରେ ଏମିତି କିଛି ଯୋଜନା କରାଯାଇଥିଲା।

୨୦୧୭ ମସିହାରେ ମ୍ୟୁଜିକାଲ ଫାଉଣ୍ଟେନର ଉଦଘାଟନ କରାଯାଇଥିଲା ।  ଆଶା ଥିଲା ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେବ ଏବଂ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଶୋଭା ବଢିବ । କିନ୍ତୁ ଉଦ୍‌ଘାଟନର ମାତ୍ର ବର୍ଷେ ଭିତରେ ଏହାର ରକ୍ଷଣାବେକ୍ଷଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଆସନ୍ତା ୧୮ ତାରିଖରେ ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା । ନରେନ୍ଦ୍ର ପୁଷ୍କରଣୀରେ ଜଳକ୍ରୀଡା କରିବେ ମଦନମୋହନଙ୍କ ସହ ବିଭିନ୍ନ ଦେବାଦେବୀ।  ଏଥିପାଇଁ  ସଜେଇ ହେଉଛି ପୁଷ୍କରଣୀର ପରିବେଶ। କିନ୍ତୁ ବଡମ୍ବନା ନରେନ୍ଦ୍ର ପୁଷ୍କରଣୀକୁ  ଅଧିକ ଆକର୍ଷିତ କରିବା ପାଇଁ ତିଆରି ହୋଇଥିବା ମ୍ୟୁଜିକାଲ ଫାଉଣ୍ଟେନ ଏବେ ଅବହେଳିତ ଅବସ୍ଥାରେ ରହିଛି।  ୭କୋଟି ୨୨ ଲକ୍ଷ ଟଙ୍କା ବିନିମୟରେ ତିଆରି ହୋଇଥିବା ଏହି ପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇ ପଡି ରହିଛି । ପର୍ଯ୍ୟଟକ ବସିବା ସ୍ଥାନ ଭାଙ୍ଗିରୁଜି ଗଲାଣି । ଚାରିଆଡେ  ଆବର୍ଜନାମୟ ପରିବେଶ। ପ୍ରକଳ୍ପକୁ ଦେଖିବାକୁ ପର୍ଯ୍ୟଟକ ଆସୁନାହାନ୍ତି । ଏହାସହ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ କାହାଣୀକୁ ନେଇ କରାଯାଉଥିବା ଲେଜର ସୋ ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରନି ।

ଏ ସମ୍ପର୍କରେ ପଚାରିବାରୁ ଲାଇଟ ସାଉଣ୍ଡ ସୋ ସନ୍ଧ୍ୟାରେ ଚାଲୁଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । ଏଣେ ଲେଜର ସୋ’ରେ କିଛି ତ୍ରୁଟି ଥିଲା । ଆସନ୍ତା ୧୮ ତାରିଖ ସୁଦ୍ଧା ଏହା କର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story