ଏମଭି ୩୨ରେ ଲ୍ୟାଣ୍ଡମାଇନ ବିସ୍ଫୋରଣ; କ୍ଷୟକ୍ଷତି ହୋଇନାହିଁ

ମାଲକାନଗିରି: ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ମାଲକାନଗିରି ଜିଲ୍ଲା ଏମଭି ୩୨ ଗ୍ରାମ ନିକଟରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ନକ୍ସଲମାନେ ଏହି ଲ୍ୟାଣ୍ଡମାଇନ ବିଛାଇ ଥିଲେ। ଆଜି ସକାଳେ ଏମଭି ୩୨ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟି ନାହିଁ ବୋଲି ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

malkmap

malkmap

Rakesh Mallick
  • Published: Tuesday, 05 May 2015
  • Updated: 05 May 2015, 05:35 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story