ମୋ’ ପୁଅକୁ ହତ୍ୟା କରାଯାଇଛି: ରିଷିର ମା’

ଭୁବନେଶ୍ୱର: ମୋ’ ପୁଅକୁ ହତ୍ୟା କରାଯାଇଛି। ନନ୍ଦ ସାଙ୍ଗିଆ ଥିବା ବ୍ୟକ୍ତି(ରିଷିର ରୁମ୍‌ମେଟ୍‌) ଉପରେ ମୋର ସନ୍ଦେହ ହେଉଛି। ତେଣୁ ନନ୍ଦ ସାଙ୍ଗିଆ ଥିବା ସମ୍ପୃକ୍ତ ବ୍ୟକ୍ତି ଓ ରିଷିର ବାନ୍ଧବୀଙ୍କୁ ପଚରାଉଚରା କରାଯିବା ଦରକାର ବୋଲି ରିଷିର ମା’ ପ୍ରୀତିରାଣୀ ଆଜି କହିଛନ୍ତି। ତେବେ ରିଷି ମୃତ୍ୟୁରେ ଭିଡିଓ ଲିଙ୍କ୍‌ ନେଇ କିଛି ଜାଣି ନାହାନ୍ତି ବୋଲି ସେ କହିଥିଲେ। ବହୁ ଚର୍ଚ୍ଚିତ ରିଷି ମୃତ୍ୟୁ ଏବଂ ବିବାଦୀୟ ଭିଡ଼ିଓ ପ୍ରସଙ୍ଗରେ ଆଜି ରିଷିର ବାପା, […]

risi

risi

Rakesh Mallick
  • Published: Tuesday, 27 December 2016
  • Updated: 27 December 2016, 10:37 PM IST

ଭୁବନେଶ୍ୱର: ମୋ’ ପୁଅକୁ ହତ୍ୟା କରାଯାଇଛି। ନନ୍ଦ ସାଙ୍ଗିଆ ଥିବା ବ୍ୟକ୍ତି(ରିଷିର ରୁମ୍‌ମେଟ୍‌) ଉପରେ ମୋର ସନ୍ଦେହ ହେଉଛି। ତେଣୁ ନନ୍ଦ ସାଙ୍ଗିଆ ଥିବା ସମ୍ପୃକ୍ତ ବ୍ୟକ୍ତି ଓ ରିଷିର ବାନ୍ଧବୀଙ୍କୁ ପଚରାଉଚରା କରାଯିବା ଦରକାର ବୋଲି ରିଷିର ମା’ ପ୍ରୀତିରାଣୀ ଆଜି କହିଛନ୍ତି। ତେବେ ରିଷି ମୃତ୍ୟୁରେ ଭିଡିଓ ଲିଙ୍କ୍‌ ନେଇ କିଛି ଜାଣି ନାହାନ୍ତି ବୋଲି ସେ କହିଥିଲେ।

ବହୁ ଚର୍ଚ୍ଚିତ ରିଷି ମୃତ୍ୟୁ ଏବଂ ବିବାଦୀୟ ଭିଡ଼ିଓ ପ୍ରସଙ୍ଗରେ ଆଜି ରିଷିର ବାପା, ମା’ ଓ ଭଉଣୀ ଖଣ୍ଡଗିରି ଥାନାରେ ହାଜର ହୋଇ ବୟାନ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ୧୬୧ ଧାରାରେ ସେମାନଙ୍କ ବୟାନ ରେକର୍ଡ଼ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story