ମୋ’ ପୁଅକୁ ହତ୍ୟା କରାଯାଇଛି: ରିଷିର ମା’

risi

ଭୁବନେଶ୍ୱର: ମୋ’ ପୁଅକୁ ହତ୍ୟା କରାଯାଇଛି। ନନ୍ଦ ସାଙ୍ଗିଆ ଥିବା ବ୍ୟକ୍ତି(ରିଷିର ରୁମ୍‌ମେଟ୍‌) ଉପରେ ମୋର ସନ୍ଦେହ ହେଉଛି। ତେଣୁ ନନ୍ଦ ସାଙ୍ଗିଆ ଥିବା ସମ୍ପୃକ୍ତ ବ୍ୟକ୍ତି ଓ ରିଷିର ବାନ୍ଧବୀଙ୍କୁ ପଚରାଉଚରା କରାଯିବା ଦରକାର ବୋଲି ରିଷିର ମା’ ପ୍ରୀତିରାଣୀ ଆଜି କହିଛନ୍ତି। ତେବେ ରିଷି ମୃତ୍ୟୁରେ ଭିଡିଓ ଲିଙ୍କ୍‌ ନେଇ କିଛି ଜାଣି ନାହାନ୍ତି ବୋଲି ସେ କହିଥିଲେ।

ବହୁ ଚର୍ଚ୍ଚିତ ରିଷି ମୃତ୍ୟୁ ଏବଂ ବିବାଦୀୟ ଭିଡ଼ିଓ ପ୍ରସଙ୍ଗରେ ଆଜି ରିଷିର ବାପା, ମା’ ଓ ଭଉଣୀ ଖଣ୍ଡଗିରି ଥାନାରେ ହାଜର ହୋଇ ବୟାନ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ୧୬୧ ଧାରାରେ ସେମାନଙ୍କ ବୟାନ ରେକର୍ଡ଼ କରିଥିଲେ।

Previous ArticleNext Article

Send this to a friend