ନବରଙ୍ଗପୁର: ଭ୍ରଷ୍ଟାଚାର ନିରୋଧକ ଶାଖା ପକ୍ଷରୁ କର୍ମଶାଳା

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଡିଟେରିୟମ୍ ହଲରେ ଲିଓପାର୍ଡ ସୋସିଆଲ ୱେଲଫେର ସୋସାଇଟି ପକ୍ଷରୁ  ଭ୍ରଷ୍ଟାଚାର ବିରୋଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଏସପି ଯୁଗଳ କିଶୋର  କୁମାର ତହସିଲଦାର ତରୁଣୀ ସୁନା ଓ ଏସଡିପିଓ ଗୋପିନାଥ ମଣୀପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଳା ସଭାପତି ସଂଜିତ ବିଶ୍ୱାସ, ଉମରକୋଟ ଶାଖାର ସଭାପତି ଓ ସଭ୍ୟମାନେ ଉପସ୍ଥିତ ଥିଲେ।  ସମାଜରୁ ଦୁର୍ନୀତି ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ସୂଚନା ଅଧିକାର ଆଇନର […]

nabaranpur

nabaranpur

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 06:35 AM IST

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଡିଟେରିୟମ୍ ହଲରେ ଲିଓପାର୍ଡ ସୋସିଆଲ ୱେଲଫେର ସୋସାଇଟି ପକ୍ଷରୁ  ଭ୍ରଷ୍ଟାଚାର ବିରୋଧରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଏସପି ଯୁଗଳ କିଶୋର  କୁମାର ତହସିଲଦାର ତରୁଣୀ ସୁନା ଓ ଏସଡିପିଓ ଗୋପିନାଥ ମଣୀପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଳା ସଭାପତି ସଂଜିତ ବିଶ୍ୱାସ, ଉମରକୋଟ ଶାଖାର ସଭାପତି ଓ ସଭ୍ୟମାନେ ଉପସ୍ଥିତ ଥିଲେ।  ସମାଜରୁ ଦୁର୍ନୀତି ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ସୂଚନା ଅଧିକାର ଆଇନର ବ୍ୟବହାର କରି ଦୁର୍ନୀତି ବିରୋଧରେ ସୂଚନା ସଂଗ୍ରହ କରିବା ସହ କାର୍ଯ୍ୟାନୁଠାନ ଗ୍ରହଣ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇ ପାରିବ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story