କଲେଜ ଅଧ୍ୟକ୍ଷକଙ୍କ ସହ ସିଧାସଳଖ  ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

naveen-patnaik1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଡିଓ କନଫେରେନସିଂ ମାଧ୍ୟମରେ ବିଭିନ୍ନ କଲେଜର ଅଧ୍ୟକ୍ଷକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆସନ୍ତା ୯ ତାରିଖରେ ଏହି ଆଲୋଚନା ହେବ।  ଏଥିରେ ୧୧ଟି କଲେଜର ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।  ତେବେ ଏହି ଆଲୋଚନାରେ କ’ଣ ସବୁ ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ କଲେଜର ଭିତ୍ତିଭୂମି, ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷା ନେଇ ଆଲୋଚନା କରାଯିବ ବୋଲି କୁହାଯାଉଛି।

Previous ArticleNext Article

Send this to a friend