ନନ୍ଦନକାନନରେ ନବଜାତ ବାଘ ଛୁଆର ମୃତ୍ୟୁ

nandankanan-

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନରେ ନବଜାତ ବାଘ ଶାବକର ମୃତ୍ୟୁ ଘଟିଛି। ଆଜି ସକାଳେ ପ୍ରାଣୀ ଉଦ୍ୟାନରେ ବାଘୁଣୀ ରେଣୁକା ବିରଳ କଳା ଛୁଆ ଜନ୍ମ ଦେଇଥିଲା। ତେବେ ଜନ୍ମର ୪ ଘଣ୍ଟା ପରେ ଛୁଆର ଗତିବିଧି ଜଣା ନ ପଡ଼ିବାରୁ ତା’ର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ଜନ୍ମ ବେଳେ ଛୁଆର ଓଜନ ସ୍ୱାଭାବିକରୁ ଅଧିକ ଥିବା କର୍ତ୍ତୃପକ୍ଷ  ସୂଚନା ଦେଇଛନ୍ତି।

Previous ArticleNext Article

Send this to a friend