ନନ୍ଦନକାନନରେ କୁନି ଅତିଥି

Nandankanan-Zoological-Park

ଭୁବନେଶ୍ୱର: ପଶୁପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନକୁ ଆସିଛି ନୂଆ ଅତିଥି। ଆଜି ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ମା’ ସିମ୍ପାଞ୍ଜି ଆଉ ଏକ ଛୁଆ ଜନ୍ମ କରିଛି। ଫଳରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ମାଆ ଓ ନବଜାତକ ସୁସ୍ଥ ଅଛନ୍ତି।

ସିମ୍ପାଞ୍ଜି ଖୁଆଡକୁ  ଅଧିକାରୀଙ୍କୁ ଛଡ଼ା ଯାଉନାହିଁ, କିନ୍ତୁ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବେଳେବେଳେ ଛଡ଼ା ଯାଉଛି ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 

Previous ArticleNext Article

Send this to a friend