ନାରାୟଣପାଟଣାରେ ମାଓ ପୋଷ୍ଟର

nn

ନାରାୟଣପାଟଣା: ପିଏଲଜିଏ ସପ୍ତାହ ପାଳନ ଆଗରୁ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ନାରାୟଣପାଟଣା ବନ୍ଧୁଗାଁ କତୁଲୁପେଟାରେ ମାଓ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ଶ୍ରୀକାକୁଲମ୍-କୋରାପୁଟ ଡିଭିଜନ୍ ପକ୍ଷରୁ ମାଓପୋଷ୍ଟର ଲଗା ଯାଇଛି। ଆସନ୍ତାକାଲିଠୁ ୮ ତାରିଖ ଯାଏଁ ପିଏଲଜିଏ ସପ୍ତାହ ପାଳନ କରିବାକୁ  ମାଓବାଦୀ ପକ୍ଷରୁ ଆହ୍ୱାନ ଦିଆଯାଇଛି।

Previous ArticleNext Article

Send this to a friend