ନୂଆଦିଲ୍ଲୀରେ ନବୀନଙ୍କୁ ଭେଟିଲେ ନରସିଂହ

congress

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଆଜି ଅବଦୁଲ କଲାମ ମାର୍ଗ ସ୍ଥିତ ନବୀନଙ୍କ ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଭେଟିଥିଲେ। ତେବେ ନବୀନ ଓ ନରସିଂହଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ସେ ନେଇ କିଛି ସୂଚନା ମିଳି ନାହିଁ।

Previous ArticleNext Article

Send this to a friend