ନବୀନଙ୍କ ଥ୍ରୀ-ଡି ଥିଓରୀ: କହିଲେ ଏହି ଫର୍ମୁଲାରେ ମାଡ଼ିଚାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ସରକାରଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ ସରିଲା। ଆଜି ଏହାର ହିସାବ ନିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀ ପରିଷଦ ବୈଠକ ପରେ ସେ ଦଳୀୟ ନେତାଙ୍କୁ ଦେଇଛନ୍ତି ଥ୍ରୀ-ଡି ଥିଓରୀ। ଏହି ଫର୍ମୁଲାକୁ ଧରି ଲୋକଙ୍କ ସେବାରେ ମାଡି ଚାଲିବାକୁ ନବୀନ ଦେଇଛନ୍ତି ପରାମର୍ଶ। ଡିଟର୍ମିନେସନ, ଡିଭୋସନ ଓ ଡେଡିକେସନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ। ଏହି ୩ଟି ମୁଖ୍ୟ ସୂତ୍ରକୁ  ଆପଣାଇ ବିକାଶ ଉପରେ […]

4th

4th

Rakesh Mallick
  • Published: Monday, 21 May 2018
  • Updated: 21 May 2018, 05:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ସରକାରଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ ସରିଲା। ଆଜି ଏହାର ହିସାବ ନିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀ ପରିଷଦ ବୈଠକ ପରେ ସେ ଦଳୀୟ ନେତାଙ୍କୁ ଦେଇଛନ୍ତି ଥ୍ରୀ-ଡି ଥିଓରୀ। ଏହି ଫର୍ମୁଲାକୁ ଧରି ଲୋକଙ୍କ ସେବାରେ ମାଡି ଚାଲିବାକୁ ନବୀନ ଦେଇଛନ୍ତି ପରାମର୍ଶ।

ଡିଟର୍ମିନେସନ, ଡିଭୋସନ ଓ ଡେଡିକେସନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ। ଏହି ୩ଟି ମୁଖ୍ୟ ସୂତ୍ରକୁ  ଆପଣାଇ ବିକାଶ ଉପରେ ଗୁରୁତ୍ୱ ଦେବାକୁ ନିଜ ଦଳର ସଦସ୍ୟଙ୍କୁ ସେ ଦେଇଛନ୍ତି ଗୁରୁମନ୍ତ୍ର। ଏହାସହ ନିଜ ସରକାରଙ୍କ ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସରକାରଙ୍କ ମୁଖ୍ୟତଃ ୧୦ଟି ସଫଳତାକୁ ରାଜ୍ୟବାସୀଙ୍କ ପାଖରେ ସେ ରଖିଛନ୍ତି। ସରକାରଙ୍କ ସଫଳତା ମଧ୍ୟରେ ରହିଛି ଓଡ଼ିଶା ସରକାରୀ ଭାଷା ଆଇନ, ପକ୍କା ଘର ଯୋଜନା, ଗ୍ରାମାଞ୍ଚଳକୁ ରାସ୍ତା, ଜଳସେଚନ, ବସ୍ତିବାସିନ୍ଦାକୁ ଜମି ଅଧିକାର। ଦକ୍ଷତା ବିକାଶ କ୍ଷେତ୍ରରେ ବିକାଶ। ରାଜ୍ୟରେ ୯ ଲକ୍ଷ ଯୁବକ ଓ ଯୁବତୀ ଦକ୍ଷତା ବିକାଶରେ ତାଲିମ ନେଇ ସ୍ୱାବଲମ୍ୱୀ ହୋଇଛନ୍ତି। ଏହାକୁ ୧୧ ଲକ୍ଷର ଟାର୍ଗେଟ ରଖାଯାଇଛି ବୋଲି ନବୀନ କହିଛନ୍ତି। ଏହାଛଡ଼ା ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା ସହ ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କଥା ମଧ୍ୟ ଉଠାଇଛନ୍ତି। ଏସବୁ ବାଦ ଓଡ଼ିଶା ଓ ଭୁବନେଶ୍ୱର ବିଶ୍ୱ କ୍ରୀଡ଼ାର ରାଜଧାନୀ ପାଲଟିଥିବା ନବୀନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story