କ୍ୟାଡ଼ର ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍‌ ଜାରି

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ମହୁପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ହୋଇଛି। ଫଳରେ ଜଣେ କ୍ୟାଡ଼ର ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀଙ୍କ ପରିଚୟ ଜଣାପଡ଼ିନି। ସର୍ଚ୍ଚ ଅପରେସନ୍‌ ବେଳେ ପୋଲିସକୁ ବହୁ ମାଓ ସାମଗ୍ରୀ ମିଳିଛି। ଏବେ ମଧ୍ୟ ଉକ୍ତ ଜଙ୍ଗଲରେ କମ୍ୱିଂ ଅପରେସନ୍‌ ଜାରି ରହିଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ମାଲକାନଗିରି ମହୁପଦର ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଥିବା ଲକ୍ଷ୍ୟ କରାଯାଇଥିଲା। ଗୋଇନ୍ଦା ସୂତ୍ରରୁ ଖବର ପାଇ ଡିଭିଏଫ୍‌ ଯବାନମାନେ ଆଜି […]

naxal-attack-1

naxal-attack-1

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 05:05 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ମହୁପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ହୋଇଛି। ଫଳରେ ଜଣେ କ୍ୟାଡ଼ର ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀଙ୍କ ପରିଚୟ ଜଣାପଡ଼ିନି। ସର୍ଚ୍ଚ ଅପରେସନ୍‌ ବେଳେ ପୋଲିସକୁ ବହୁ ମାଓ ସାମଗ୍ରୀ ମିଳିଛି। ଏବେ ମଧ୍ୟ ଉକ୍ତ ଜଙ୍ଗଲରେ କମ୍ୱିଂ ଅପରେସନ୍‌ ଜାରି ରହିଛି।

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ମାଲକାନଗିରି ମହୁପଦର ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଥିବା ଲକ୍ଷ୍ୟ କରାଯାଇଥିଲା। ଗୋଇନ୍ଦା ସୂତ୍ରରୁ ଖବର ପାଇ ଡିଭିଏଫ୍‌ ଯବାନମାନେ ଆଜି ସକାଳେ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲେ। ଏହି ସମୟରେ ଯବାନମାନଙ୍କ ଉପରକୁ ମାଓବାଦୀମାନେ ଗୁଳି ଚଳାଇଥିଲେ। ଜବାବରେ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲା। ପାଖାପାଖି ଅଧ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ଏବେ ମଧ୍ୟ ଉକ୍ତ ଜଙ୍ଗଲରେ କମ୍ୱିଂ ଅପରେସନ୍‌ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story