କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ

ଫୁଲବାଣୀ (ଓଡ଼ିଶା ରିପୋର୍ଟର): କୋରାପୁଟ ପରେ କନ୍ଧମାଳ ଖଜୁରୀପଡ଼ା କୁକୁଲାଝର ଜଙ୍ଗଲରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏନ୍‌କାଉଣ୍ଟରରେ କେହି ମୃତାହତ ହୋଇନଥିଲେ ମଧ୍ୟ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଏବେ ମଧ୍ୟ କମ୍ୱିଂ ଅପରେସନ୍‌ ଚାଲିଥିବା ଜଣାପଡ଼ିଛି। କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିଲା ନେଇ ଗୋଇନ୍ଦା ସୂତ୍ରରୁ ଖବର ସର୍ଚ୍ଚ ଅପରେସନ ପାଇଁ ଯବାନମାନେ ଯାଇଥିଲେ। ଯବାନମାନଙ୍କୁ ଦେଖି ମାଓବାଦୀମାନେ ଅନ୍ଧାଧୂନ ଗୁଳି ଚଳାଇଥିଲେ। ଏହାର ଜବାବାରେ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ। ପରେ […]

naxal encounter in phulbani

naxal encounter in phulbani

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 03:00 PM IST

Sports

Latest News

ଫୁଲବାଣୀ (ଓଡ଼ିଶା ରିପୋର୍ଟର): କୋରାପୁଟ ପରେ କନ୍ଧମାଳ ଖଜୁରୀପଡ଼ା କୁକୁଲାଝର ଜଙ୍ଗଲରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏନ୍‌କାଉଣ୍ଟରରେ କେହି ମୃତାହତ ହୋଇନଥିଲେ ମଧ୍ୟ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଏବେ ମଧ୍ୟ କମ୍ୱିଂ ଅପରେସନ୍‌ ଚାଲିଥିବା ଜଣାପଡ଼ିଛି।

କୁକୁଲାଝର ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିଲା ନେଇ ଗୋଇନ୍ଦା ସୂତ୍ରରୁ ଖବର ସର୍ଚ୍ଚ ଅପରେସନ ପାଇଁ ଯବାନମାନେ ଯାଇଥିଲେ। ଯବାନମାନଙ୍କୁ ଦେଖି ମାଓବାଦୀମାନେ ଅନ୍ଧାଧୂନ ଗୁଳି ଚଳାଇଥିଲେ। ଏହାର ଜବାବାରେ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ। ପରେ ମାଓବାଦୀମାନେ ଛତ୍ର ଭଙ୍ଗ ଦେଇ ପଳାଇଯାଇଥିଲେ। ଏଥିରେ କେହି ମୃତାହ ହୋଇଥିବା ଜଣାପଡ଼ିନାହିଁ। ଏବେ ମଧ୍ୟ କମ୍ୱିଂ ଅପରେସନ୍‌ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos