ନୟାଗଡ ଟାଉନ ଥାନା ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ନୟାଗଡ: ନୟାଗଡ଼ ଟାଉନ ଥାନା ଆଇଆଇସି ଜଣେ ଠେଲାଗାଡିକୁ ଧକ୍କା ମାରିବା ସହ ଦୋକାନୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ନୟାଗଡ଼ ଏସଡ଼ିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଆଇଆଇସିଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡ଼ିପିଓ କହିଛନ୍ତି। ଗତକାଲି […]

nayagarh

nayagarh

Rakesh Mallick
  • Published: Friday, 31 July 2015
  • Updated: 31 July 2015, 02:32 AM IST

Sports

Latest News

ନୟାଗଡ: ନୟାଗଡ଼ ଟାଉନ ଥାନା ଆଇଆଇସି ଜଣେ ଠେଲାଗାଡିକୁ ଧକ୍କା ମାରିବା ସହ ଦୋକାନୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ନୟାଗଡ଼ ଏସଡ଼ିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଆଇଆଇସିଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡ଼ିପିଓ କହିଛନ୍ତି।

ଗତକାଲି ସନ୍ଧ୍ୟାରେ ମୁଖ୍ୟ ଛକରେ ପାଟ୍ରୋଲିଂ ସମୟରେ ଟାଉନ ଥାନା ଆଇଆଇସି ପ୍ରଦୀପ ଦାସ ଏକ ଠେଲାଗାଡ଼ିକୁ ଧକ୍କା ମାରିଥିଲେ । ଫଳରେ ଠେଲାଗାଡ଼ିରେ ଥିବା ମୁଢି ମସଲା ତଳେ ପଡ଼ିଯାଇଥିଲା । ପରେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos