ଲେମ୍ୱୁ ପାଣି ପିଇବାକୁ ବଜାର ଆସିଥିଲେ, ସ୍କୁଲରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ

କୋଣାର୍କ (ସଞ୍ଜୟ ପତି): ନାବାଳିକା ଜଣକ ବଜାରରୁ ଲେମ୍ୱୁ ପାଣି ପିଇ ଘରକୁ ଫେରୁଥିଲେ। ଅଧ ରାସ୍ତାରୁ ତାଙ୍କୁ ଟେକି ନେଇ ସ୍କୁଲ ପରିସରରେ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ମାତ୍ର ଏଥିରେ ସଫଳ ନହେବାରୁ ନାବାଳିକାଙ୍କ ହାତ ଗୋଡ଼ ବାନ୍ଧି ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିଲା। ଗତ ୧୦ ତାରିଖରେ ଏପରି ଘଟଣା କୋଣାର୍କ ଅଞ୍ଚଳରେ ଘଟିଥିଲା। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ କାର୍ତ୍ତିକ ସାହୁଙ୍କୁ ଆଜି ଗିରଫ କରିଛି। ଏପରିକି ପୀଡ଼ିତା ନାବାଳିକା ଅଭିଯୁକ୍ତଙ୍କୁ […]

konark nayahat phandi police arrest rapest

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 05:55 PM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ନାବାଳିକା ଜଣକ ବଜାରରୁ ଲେମ୍ୱୁ ପାଣି ପିଇ ଘରକୁ ଫେରୁଥିଲେ। ଅଧ ରାସ୍ତାରୁ ତାଙ୍କୁ ଟେକି ନେଇ ସ୍କୁଲ ପରିସରରେ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ମାତ୍ର ଏଥିରେ ସଫଳ ନହେବାରୁ ନାବାଳିକାଙ୍କ ହାତ ଗୋଡ଼ ବାନ୍ଧି ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିଲା। ଗତ ୧୦ ତାରିଖରେ ଏପରି ଘଟଣା କୋଣାର୍କ ଅଞ୍ଚଳରେ ଘଟିଥିଲା। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ କାର୍ତ୍ତିକ ସାହୁଙ୍କୁ ଆଜି ଗିରଫ କରିଛି। ଏପରିକି ପୀଡ଼ିତା ନାବାଳିକା ଅଭିଯୁକ୍ତଙ୍କୁ ଚିହ୍ନିଥିବା ପୋଲିସ କହିଛି।

ଗତ ୧୦ ତାରିଖ ଅପରାହ୍ନ ୧ଟା ବେଳେ ୯ ବର୍ଷର ନାବାଳିକା ବଜାରକୁ ଲେମ୍ୱୁପାଣି ପିଇ ଘରକୁ ଫେରୁଥିଲେ। ଏକୁଟିଆ ଆସୁଥିବା ଦେଖି ତାଙ୍କୁ ବଳପୂର୍ବକ ଉଠାଇ ନିଆଯାଇଥିଲା। ପରେ ସ୍କୁଲ ପରିସରରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ମାତ୍ର ଏଥିରେ ସଫଳ ନହେବାରୁ ନାବାଳିକାଙ୍କ ହାତ ଓ ଗୋଡ଼ ବାନ୍ଧି ମାଡ଼ ମରାଯାଇଥିଲା। ଫଳରେ ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସ୍କୁଲ ଭିତରକୁ ଚାଲି ଆସିବାରୁ ଅଭିଯୁକ୍ତ ସେଠାର ପଳାଇ ଯାଇଥିଲା। ପରେ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏନେଇ ଅଭିଯୋଗ ହେବା ପରେ ନୟାହାଟ ଫାଣ୍ଡି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ କାର୍ତ୍ତିକ ସାହୁଙ୍କୁ ସିଙ୍ଗପାନିଆ ଗାଁରୁ ଗତକାଲି ଉଠାଇ ଆଣିଥିଲା। ଆଜି ପୀଡ଼ିତା ନାବାଳିକା ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ପୋଲିସ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story