ପୋଲିସ ଡିଜିଙ୍କୁ ରିପୋର୍ଟ ତଲବ କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଭଉଣୀଙ୍କୁ ଭୁବନେଶ୍ୱର ନୟାପଲ୍ଲୀ ଥାନା ଭିତରେ ନିସ୍ତୁକ ମାଡ଼ ମାମଲାରେ ପୋଲିସ ଡିଜିଙ୍କୁ ରିପୋର୍ଟ ତଲବ କଲେ ରାଜ୍ୟ ମାନବାଧିକାର କମିଶନ। ମାନବାଧିକାର କର୍ମୀଙ୍କ ପକ୍ଷରୁ ଦାଏର ପିଟିସନକୁ ବିଚାର କରି ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। ଏହି ଘଟଣାରେ ଜଣେ ଇନ୍ସପେକ୍ଟର ଓ ଅନ୍ୟ ଦୁଇ ଜଣ ମହିଳା କର୍ମଚାରୀଙ୍କ ବିରୋଧରେ ଜିଲ୍ଲା ଏଚଆରପିସିଙ୍କ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରିପୋର୍ଟ ଆସିବା ପରେ […]

po-1024x502-1

po-1024x502-1

Rakesh Mallick
  • Published: Monday, 14 May 2018
  • Updated: 14 May 2018, 07:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଭଉଣୀଙ୍କୁ ଭୁବନେଶ୍ୱର ନୟାପଲ୍ଲୀ ଥାନା ଭିତରେ ନିସ୍ତୁକ ମାଡ଼ ମାମଲାରେ ପୋଲିସ ଡିଜିଙ୍କୁ ରିପୋର୍ଟ ତଲବ କଲେ ରାଜ୍ୟ ମାନବାଧିକାର କମିଶନ। ମାନବାଧିକାର କର୍ମୀଙ୍କ ପକ୍ଷରୁ ଦାଏର ପିଟିସନକୁ ବିଚାର କରି ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ।

ଏହି ଘଟଣାରେ ଜଣେ ଇନ୍ସପେକ୍ଟର ଓ ଅନ୍ୟ ଦୁଇ ଜଣ ମହିଳା କର୍ମଚାରୀଙ୍କ ବିରୋଧରେ ଜିଲ୍ଲା ଏଚଆରପିସିଙ୍କ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି।

ଏହି ଘଟଣାରେ ପୀଡ଼ିତାଙ୍କ ପକ୍ଷରୁ ମାନବାଧିକାର କର୍ମୀ ନମ୍ରତା ଚଢ଼ା ମଧ୍ୟ ଏକ ପିଟିସନ ଦାଖଲ କରିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ତାଙ୍କ ସହ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟମାନେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story