ସରିଲା ନିଟ୍ ପରୀକ୍ଷା: ବଲ୍ ପେନ୍, ଜୋତା, ବେଲ୍ଟ, କ୍ୟାପ୍ ଓ ଚଷମା ବାହାରେ ରଖି ପରୀକ୍ଷା ଦେଲେ ପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ସାରା ଦେଶରେ ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ ଏନଟ୍ରାନ୍ସ ଟେଷ୍ଟ ବା ନିଟ୍ ଅନୁଷ୍ଠିତ ହୋଇଛି। ସକାଳ ୧୦ଟାରୁ ଆରମ୍ଭ  ହୋଇଥିବା ଏହି ପରୀକ୍ଷା ଦିନ ଗୋଟାଏରେ ଶେଷ ହୋଇଛି। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍‌କୁ କୌଣସି ପ୍ରକାରର ଇଲେକ୍‌ଟ୍ରୋନିକ୍ ଗେଜେଟ୍, ବଲ୍ ପେନ୍, ଜୋତା, ବେଲ୍ଟ, କ୍ୟାପ୍, ଓ୍ୱାଲେଟ,ଅଳଙ୍କାର,ଚଷମା ତଥା ଖାଦ୍ୟସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଥିଲା। କିଛି ଛାତ୍ରଛାତ୍ରୀ ବେଲଟ୍, କ୍ୟାପ ଆଣିଥିବାରୁ ସେଗୁଡିକ […]

NEET

NEET

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 02:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ସାରା ଦେଶରେ ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ ଏନଟ୍ରାନ୍ସ ଟେଷ୍ଟ ବା ନିଟ୍ ଅନୁଷ୍ଠିତ ହୋଇଛି। ସକାଳ ୧୦ଟାରୁ ଆରମ୍ଭ  ହୋଇଥିବା ଏହି ପରୀକ୍ଷା ଦିନ ଗୋଟାଏରେ ଶେଷ ହୋଇଛି। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍‌କୁ କୌଣସି ପ୍ରକାରର ଇଲେକ୍‌ଟ୍ରୋନିକ୍ ଗେଜେଟ୍, ବଲ୍ ପେନ୍, ଜୋତା, ବେଲ୍ଟ, କ୍ୟାପ୍, ଓ୍ୱାଲେଟ,ଅଳଙ୍କାର,ଚଷମା ତଥା ଖାଦ୍ୟସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଥିଲା। କିଛି ଛାତ୍ରଛାତ୍ରୀ ବେଲଟ୍, କ୍ୟାପ ଆଣିଥିବାରୁ ସେଗୁଡିକ କେନ୍ଦ୍ର ବାହାରେ ରଖି  ପରୀକ୍ଷା ହଲକୁ ଯିବା ଦେଖିବାକୁ ମିଳିଥିଲା।

କେବଳ ଆଡମିଟ  କାର୍ଡ ଏବଂ ପାସପୋର୍ଟ ଫଟୋ ସହ ପରୀକ୍ଷାର୍ଥୀଙ୍କୁ ହଲ ଭିତରକୁ ଛଡା ଯାଇଥିଲା। ଏପରିକି ବଲ୍ ପେନ୍ ନେବା ଉପରେ ମଧ୍ୟ କଟକଣା ରହିଥିଲା। ସେହିଭଳି ହାଇ ହିଲ ଓ ଜୋତା ଉପରେ କଟକଣା ଲାଗିଥିବା ବେଳେ ସାଧାରଣ ଚପଲ ପିନ୍ଧିବାକୁ ନିୟମ କରାଯାଇଥିଲା।

ଚଳିତ ବର୍ଷ ନିଟ୍ ପ୍ରବେଶିକା ପରୀକ୍ଷା ଲାଗି ସାରା ଦେଶରେ ୧୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ।  ପରୀକ୍ଷା ଫଳ ଆସନ୍ତା ଜୁନ୍ ୫ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story