ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଆଉ ସତ୍ୟପାଠ ଦେବାକୁ ପଡ଼ିବ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଆଉ ସତ୍ୟପାଠ ଦେବାକୁ ପଡ଼ିବ ନାହିଁ । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। କୋର୍ଟରେ ନିଜ ମାମଲା ବିଚାରାଧୀନ ଥିବା ଶିକ୍ଷକମାନେ ସତ୍ୟପାଠ ପରିବର୍ତ୍ତେ ନିଜେ ଦାଖଲ କରିଥିବା ମାମଲା ସମ୍ପର୍କରେ ଲିଖିତ ଭାବେ ସଂପୃକ୍ତ ବିଭାଗକୁ ଜଣେଇବେ। ଏହାଦ୍ୱାରା ରାଜ୍ୟ ସରକାର ବିଚାରାଧିନ ଥିବା ମାମଲା ଗୁଡ଼ିକ ସମ୍ପର୍କରେ ଅବଗତ ହୋଇ ପାରିବେ ଏବଂ […]

aa

aa

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 09:37 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଆଉ ସତ୍ୟପାଠ ଦେବାକୁ ପଡ଼ିବ ନାହିଁ । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। କୋର୍ଟରେ ନିଜ ମାମଲା ବିଚାରାଧୀନ ଥିବା ଶିକ୍ଷକମାନେ ସତ୍ୟପାଠ ପରିବର୍ତ୍ତେ ନିଜେ ଦାଖଲ କରିଥିବା ମାମଲା ସମ୍ପର୍କରେ ଲିଖିତ ଭାବେ ସଂପୃକ୍ତ ବିଭାଗକୁ ଜଣେଇବେ। ଏହାଦ୍ୱାରା ରାଜ୍ୟ ସରକାର ବିଚାରାଧିନ ଥିବା ମାମଲା ଗୁଡ଼ିକ ସମ୍ପର୍କରେ ଅବଗତ ହୋଇ ପାରିବେ ଏବଂ ଏଦିଗରେ ପରବର୍ତ୍ତୀ ପଦକ୍ଷେପ ନେଇପାରିବେ।

ଗତ କିଛିଦିନ ହେଲା ସତ୍ୟପାଠ ଉଛେଦ ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ସ୍କୁଲ୍ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ତେବେ ମଞ୍ଚ କହିଛି ଏ ସମ୍ପର୍କରେ କୌଣସି ତଥ୍ୟ ତାଙ୍କୁ ଦିଆଯାଇନି। ପ୍ରଥମେ ସରକାର କରିଥିବା ଆଇନରେ ସଂଶୋଧନ ସହ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଉ ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story