ଦୂତିଙ୍କ ନାଁରେ ପୁଣି ଏକ ଜାତୀୟ ରେକର୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଧାବିକା ଦୂତି ଚାନ୍ଦ ପୁଣି ଏକ ଜାତୀୟ ରେକର୍ଡ କରିଛନ୍ତି। ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଦୂତି। ଗୌହାଟିରେ ଚାଲିଥିବା ସିନିୟର ଆଥ୍‌ଲେଟିକ୍‌ ମିଟ୍‌ରେ ସେ ଏହି ରେକର୍ଡ କରିଛନ୍ତି। ଆଥ୍‌ଲେଟିକ୍ ମିଟ୍‌ର ସେମିଫାଇନାଲ୍‌ରେ ଦୌଡ଼ି ସେ ଏହି ରେକର୍ଡ ବନାଇଛନ୍ତି। ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତି। ପୂର୍ବରୁ ୧୧.୩୦ ସେକେଣ୍ଡର ଏହି ଦୂରତାକୁ ସେ ଅତିକ୍ରମ କରିଥିଲେ। ଗତ ଅଲିମ୍ପିକ୍‌ରେ ମଧ୍ୟ […]

duteechand

duteechand

Rakesh Mallick
  • Published: Friday, 29 June 2018
  • Updated: 29 June 2018, 12:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଧାବିକା ଦୂତି ଚାନ୍ଦ ପୁଣି ଏକ ଜାତୀୟ ରେକର୍ଡ କରିଛନ୍ତି। ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଦୂତି। ଗୌହାଟିରେ ଚାଲିଥିବା ସିନିୟର ଆଥ୍‌ଲେଟିକ୍‌ ମିଟ୍‌ରେ ସେ ଏହି ରେକର୍ଡ କରିଛନ୍ତି। ଆଥ୍‌ଲେଟିକ୍ ମିଟ୍‌ର ସେମିଫାଇନାଲ୍‌ରେ ଦୌଡ଼ି ସେ ଏହି ରେକର୍ଡ ବନାଇଛନ୍ତି। ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତି।

ପୂର୍ବରୁ ୧୧.୩୦ ସେକେଣ୍ଡର ଏହି ଦୂରତାକୁ ସେ ଅତିକ୍ରମ କରିଥିଲେ।

ଗତ ଅଲିମ୍ପିକ୍‌ରେ ମଧ୍ୟ ଭାଗ ନେଇଥିଲେ ଦୂତି। ତେବେ ସେଠାରେ ତାଙ୍କୁ ସଫଳତା ମିଳି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story