କୁଦିଆରୀରେ ସିଦ୍ଧ ମହାବୀରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସନ୍ନିକଟ ଜଟଣୀ ଥାନା ଅନ୍ତର୍ଗତ କୁଦିଆରୀରେ ସିଦ୍ଧ ମହାବୀରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୂମ୍&zwnj;ଧାମରେ ଅନୁଷ୍ଠିତ ହୋଇଯାଇଛି। ଶୋସ୍ତ୍ରୀୟ ବ୍ରାହ୍ମଣମାନଙ୍କ ମନ୍ତ୍ରୋଚ୍ଚାରଣରେ ମଙ୍ଗଳବାର ସନ୍ଧ୍ୟାରେ ଠାକୁରଙ୍କ ସିଂହାସନ ଆରୋହଣ ପର୍ବ ଓ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଛି। ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲି ଧ୍ୱନୀରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କ ଲାଗି ମାଗଣା ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।&nbsp; ଏହି ଉତ୍ସବରେ ପୂର୍ବତନ ଜଟଣୀ ଏମ୍&zwnj;ଏଲ୍&zwnj;ଏ ବିଭୂତି ବଳବନ୍ତରାୟ, ଭାଜପାର ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଜଣାଶୁଣା ଲେଖକ ତ୍ରିଲୋଚନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।</p>

Ordigital Desk
  • Published: Wednesday, 25 April 2018
  • Updated: 25 April 2018, 07:57 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସନ୍ନିକଟ ଜଟଣୀ ଥାନା ଅନ୍ତର୍ଗତ କୁଦିଆରୀରେ ସିଦ୍ଧ ମହାବୀରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୂମ୍&zwnj;ଧାମରେ ଅନୁଷ୍ଠିତ ହୋଇଯାଇଛି। ଶୋସ୍ତ୍ରୀୟ ବ୍ରାହ୍ମଣମାନଙ୍କ ମନ୍ତ୍ରୋଚ୍ଚାରଣରେ ମଙ୍ଗଳବାର ସନ୍ଧ୍ୟାରେ ଠାକୁରଙ୍କ ସିଂହାସନ ଆରୋହଣ ପର୍ବ ଓ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଛି। ଶହ ଶହ ଶ୍ରଦ୍ଧାଳୁଙ୍କ ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲି ଧ୍ୱନୀରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କ ଲାଗି ମାଗଣା ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।&nbsp; ଏହି ଉତ୍ସବରେ ପୂର୍ବତନ ଜଟଣୀ ଏମ୍&zwnj;ଏଲ୍&zwnj;ଏ ବିଭୂତି ବଳବନ୍ତରାୟ, ଭାଜପାର ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଜଣାଶୁଣା ଲେଖକ ତ୍ରିଲୋଚନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos