ଖେଳରେ ମାତିଛନ୍ତି ଜଗା-କାଳିଆ; ଦେଖନ୍ତୁ ଭିଡ଼ିଓ

<p>ନୂଆଦିଲ୍ଲୀ:(ଶିବାନନ୍ଦ ରାଉତ): ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଗା କାଳିଆ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି। ସେମାନଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଉଭୟ ଶିଶୁଙ୍କୁ ଖେଳୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ଏହାସହ ସେମାନଙ୍କ ମୁଣ୍ଡରେ ଅପରେସନ ପରେ ଲାଗିଥିବା ସ୍ୱତନ୍ତ୍ର ହେଲମେଟ୍ ମଧ୍ୟ ଆଉ ନାହିଁ। ଦୁଇ ଶିଶୁ ଠିକ୍ ଭାବେ ସବୁ ଜାଣି ପାରୁଛନ୍ତି। ଆସନ୍ତା ୨ରୁ ୩ ମାସ ଭିତରେ ଜଗା କାଳିଆଙ୍କୁ ଓଡ଼ିଶା ପଠାଇବାକୁ ଯୋଜନା ରହିଛି।</p> <p>କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଏହି ଯୋଡ଼ା ମୁଣ୍ଡ ଶିଶୁଙ୍କର ଗତବର୍ଷ ୨ଟି ପର୍ଯ୍ୟାୟରେ ଅପରେସନ କରାଯାଇ ଉଭୟଙ୍କୁ ପରସ୍ପରଠାରୁ ଅଲଗା କରାଯାଇଥିଲା। ଉଭୟଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା।</p>

Ordigital Desk
  • Published: Wednesday, 02 May 2018
  • Updated: 02 May 2018, 01:26 PM IST

Sports

Latest News

<p>ନୂଆଦିଲ୍ଲୀ:(ଶିବାନନ୍ଦ ରାଉତ): ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଗା କାଳିଆ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି। ସେମାନଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଉଭୟ ଶିଶୁଙ୍କୁ ଖେଳୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ଏହାସହ ସେମାନଙ୍କ ମୁଣ୍ଡରେ ଅପରେସନ ପରେ ଲାଗିଥିବା ସ୍ୱତନ୍ତ୍ର ହେଲମେଟ୍ ମଧ୍ୟ ଆଉ ନାହିଁ। ଦୁଇ ଶିଶୁ ଠିକ୍ ଭାବେ ସବୁ ଜାଣି ପାରୁଛନ୍ତି। ଆସନ୍ତା ୨ରୁ ୩ ମାସ ଭିତରେ ଜଗା କାଳିଆଙ୍କୁ ଓଡ଼ିଶା ପଠାଇବାକୁ ଯୋଜନା ରହିଛି।</p><p>କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଏହି ଯୋଡ଼ା ମୁଣ୍ଡ ଶିଶୁଙ୍କର ଗତବର୍ଷ ୨ଟି ପର୍ଯ୍ୟାୟରେ ଅପରେସନ କରାଯାଇ ଉଭୟଙ୍କୁ ପରସ୍ପରଠାରୁ ଅଲଗା କରାଯାଇଥିଲା। ଉଭୟଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos