ପୋଲାଭରମ ମାମଲାର ଶୁଣାଣି କରିବାକୁ ମନା କଲେ ଏନ୍‌ଜିଟି

polavaram

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ ପୋଲାଭରମ ମାମଲା ବିଚାରାଧୀନ ଥିବାରୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଏନ୍‌ଜିଟି। ମୂଳ ମାମଲାର ସମସ୍ତ କପି ଦାଖଲ କରି ମାମଲାର ଶୁଣାଣି ନ କରିବାକୁ ଆବେଦନ କରିଥିଲେ ଆନ୍ଧ୍ରପ୍ରଦେଶ ସରକାର।

Previous ArticleNext Article

Send this to a friend