୯ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଲା, ବଲାଙ୍ଗିର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାତାର କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ଖରା ଟିକେ କମ୍ ଥିଲା। କିନ୍ତୁ ଆଜି ରାଜ୍ୟର ଅନେକ ସ୍ଥାନରେ ଜୋର ଖରା ହୋଇଛି। ୯ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା। ସବୁଠୁ ଅଧିକ ତାପମାତ୍ରା ଥିଲା ବଲାଙ୍ଗିର ସହରରେ। ଏଠାରେ ତାପମାତ୍ରା ୪୩.୯ ଡିଗ୍ରୀ ରହିଥିଲା। ସୋନପୁରରେ ତାପମାତ୍ରା ୪୩.୮ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୩, ସମ୍ବଲପୁରରେ ୪୧.୯, ମାଲକାନଗିରିରେ ୪୦.୪, […]

tempt

tempt

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 07:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାତାର କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ଖରା ଟିକେ କମ୍ ଥିଲା। କିନ୍ତୁ ଆଜି ରାଜ୍ୟର ଅନେକ ସ୍ଥାନରେ ଜୋର ଖରା ହୋଇଛି। ୯ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା। ସବୁଠୁ ଅଧିକ ତାପମାତ୍ରା ଥିଲା ବଲାଙ୍ଗିର ସହରରେ। ଏଠାରେ ତାପମାତ୍ରା ୪୩.୯ ଡିଗ୍ରୀ ରହିଥିଲା।

ସୋନପୁରରେ ତାପମାତ୍ରା ୪୩.୮ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୩, ସମ୍ବଲପୁରରେ ୪୧.୯, ମାଲକାନଗିରିରେ ୪୦.୪, ତାଳଚେରରେ ୪୧.୩, ହୀରାକୁଦରେ ୪୧.୧, ଭବାନୀପାଟଣାରେ ୪୧, ଅନୁଗୋଳରେ ୪୦.୧ ଓ କେନ୍ଦୁଝରରେ ୩୯ ଡିଗ୍ରୀ ରହିଥିଲା।

ଭୁବନେଶ୍ୱରରେ ତାପମାତ୍ର ୩୬ଡିଗ୍ରୀ ରହିଥିବା ବେଳେ କଟକରେ ୩୫.୫ ଡିଗ୍ରୀ ରେକର୍ଡ କରାଯାଇଥିଲା।

ବାଲେଶ୍ୱରରେ ତାପମାତ୍ରା ୩୫.୮ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୩୭.୪, ପାରାଦୀପରେ ୩୧.୭, ଗୋପାଳପୁରରେ ୩୧.୬, ପୁରୀରେ ୩୩, ଢେଙ୍କାନାଳରେ ୩୭.୩ ଓ ଦାରିଙ୍ଗବାଡ଼ିରେ ୩୫.୫ ଡିଗ୍ରୀ ରେକର୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story