କରଣିଆ ଛୁ ଦେଖାଇଲେ ନିରଞ୍ଜନ

ଭୁବନେଶ୍ୱର(ମିହିର ପଟ୍ଟନାୟକ)- ନଈରେ ସୁନା ଇଲିସି ଅଛି। ଭାରି ଚିକ୍‌ଚିକ୍‌। ହେଲେ ନଈ କୂଳରେ ମାଛ ଧରିଲେ ହେଲା। ଜାଣିଛନ୍ତି ଏଥିପାଇଁ ସମୟ ଦେବାକୁ ପଡିବ । ଖାଲି ସମୟ ଦେଲେ ହେବନି, ବନିଶି କଣ୍ଟା ଯୋଗାଡି ସେଥିରେ ଥୋପ ଗୁନ୍ଥିବାକୁ ପଡିବ। ଥୋପ ଗିଳିଲେ ଯାଇ ସୁନା ଇଲିସିର ମାଲିକାନା ହାତକୁ ଆସିବ। କଥାଟା ଏକଦମ୍‌ ସତ। ଆଉ ଏହି କଥାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି ବାବୁ ନିରଞ୍ଜନ ପଟ୍ଟନାୟକ। ପୋଖତ କରଣିଆ ଲୋକ […]

niranjan

niranjan

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 07:36 PM IST

Sports

Latest News

ଭୁବନେଶ୍ୱର(ମିହିର ପଟ୍ଟନାୟକ)- ନଈରେ ସୁନା ଇଲିସି ଅଛି। ଭାରି ଚିକ୍‌ଚିକ୍‌। ହେଲେ ନଈ କୂଳରେ ମାଛ ଧରିଲେ ହେଲା। ଜାଣିଛନ୍ତି ଏଥିପାଇଁ ସମୟ ଦେବାକୁ ପଡିବ । ଖାଲି ସମୟ ଦେଲେ ହେବନି, ବନିଶି କଣ୍ଟା ଯୋଗାଡି ସେଥିରେ ଥୋପ ଗୁନ୍ଥିବାକୁ ପଡିବ। ଥୋପ ଗିଳିଲେ ଯାଇ ସୁନା ଇଲିସିର ମାଲିକାନା ହାତକୁ ଆସିବ। କଥାଟା ଏକଦମ୍‌ ସତ। ଆଉ ଏହି କଥାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି ବାବୁ ନିରଞ୍ଜନ ପଟ୍ଟନାୟକ। ପୋଖତ କରଣିଆ ଲୋକ ପରା। ମାପିଚୁପି ଥୋପ ପକାଇବାରେ ପୁରା ଓସ୍ତାଦ୍‌ ଆମ କେନ୍ଦୁଝରିଆ ବାବୁ। ନ ହେଲ କ’ଣ ତାଙ୍କର ଏମିତି ଫଟୋ ଏବେ ସୋସିଆଲ ମିଡିଆରେ ବୁଲୁଥାନ୍ତା ନା କ’ଣ।

କଥାଟା ଅପଣଙ୍କ ମଗଜ ଚହଲେଇ ଦେଉଥିବ। ଭାବୁଥିବେ ବାବୁ ଏମିତି କ’ଣ କଲେ କି ତାଙ୍କ ଫଟୋ ବି ଭାଇରାଲ ହେଲା। ବାସ୍ତବରେ ନିରଞ୍ଜନ ବାବୁ ସେମିତି କିଛି ଆପତ୍ତିଜନକ କାମ କରି ନାହାନ୍ତି। ଏଣୁ ଆପଣ ନିଶ୍ଚିନ୍ତ ହୋଇ ଯାଆନ୍ତୁ। ବାବୁ ଯାହା କରିଛନ୍ତି ତାହା ଗୋଟିଏ ଭଲ ପଦକ୍ଷେପ ନିଶ୍ଚିତ।

ଛାଡନ୍ତୁ ସେ କଥା। ଆଉ ସୁତା ଅଡୁଆ କରିବାନି। ସିଧା ଖିଅ ଧରିବା। କଥାଟା ଆମ ରାଜ୍ୟ କଂଗ୍ରେସର ହାଲଚାଲ୍‌କୁ ନେଇ। ଆମେ ସମସ୍ତେ ଜାଣିଛେ, କଂଗ୍ରେସ ଏବେ ୨ ଫାଳ। ଗୋଟିଏ ଫାଳ ସମ୍ଭାଳୁଛନ୍ତି ଶ୍ୱଶୁର-ଜ୍ୱାଇଁ। ମାନେ ପିସିସି ମୁଖ୍ୟ ପ୍ରସାଦ ହରିଚନ୍ଦନ ଆଉ ତାଙ୍କ ଶ୍ୱଶୁର ସୁର ରାଉତରାୟ। ହେଲେ ଅପର ଫାଳ ସମ୍ଭାଳୁଥିବା ନିରଞ୍ଜନ। ସେ କୁଆଡେ ଏହି ଶ୍ୱଶୁର ଜ୍ୱାଇଁ ଯୋଡିକୁ ସହିପାରୁ ନାହାନ୍ତି। ଏ କଥା ଆମେ କହୁନୁ ଆଜ୍ଞା । ଯାହା ଶୁଣାକଥା। ସେ ଯାହା ବି ହେଉ, କଥାଟା କିନ୍ତୁ ପୁରା ସତ। ଆଉ ଖାସ୍‌ ଏମିତିକିଆ ବିବାଦ ପାଇଁ ବିଜେପୁରରେ ତଳିତଳାନ୍ତ ହେଲା କଂଗ୍ରେସ। ଆଉ ଦୋଷ ଗଲା ମୁଖିଆଙ୍କ ଆଡକୁ। ଗୋଟିଏ ଫାଳ ଏମିତି ବିଗିଡିଲେ ଯେ, କଥା ଦିଲ୍ଲୀ ହୁଲୁସ୍ତୁଲୁ କଲା। ହେଲେ କ’ଣ ହେବ ଶ୍ୱଶୁର ଜ୍ୱାଇଁଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଥାପିଛନ୍ତି ମାନ୍ୟବର ରାହୁଲ ଗାନ୍ଧୀ। ରାଜ୍ୟରେ ପିସିସି ପରିବର୍ତ୍ତନ ଚାନ୍ସ ନାହିଁ ବୋଲି କହିବା ପରେ ନିରଞ୍ଜନିଆ ଗୋଷ୍ଟିର ମୁହଁ ସୁଖିଗଲା।

ଆଉ ଏମିତି ବେଳାକୁ କଂଗ୍ରେସ ମୁରବିମାନେ ରାଜ୍ୟ ପର୍ଯ୍ୟବେକ୍ଷକ୍ ପଦବୀଟି ମଧ୍ୟ ବଦଳାଇ ଦେଲେ। ବି.କେ ହରିପ୍ରସାଦଙ୍କୁ ଓଡିଆ ଦାୟିତ୍ୱରୁ ଅପସାରଣ କରାଗଲା । ହସ୍ତାନ୍ତର ହେଲା ଜଣେ ଯୁବ ସଂଗଠକଙ୍କୁ। ବାବୁ ଜିତେନ୍ଦ୍ର ସିଂ କୁଆଡେ ଓଡିଶାରେ ଡୁବି ଯାଉଥିବା କଂଗ୍ରସ ଡଙ୍ଗାକୁ କୂଳକୁ ଆଣିବେ। କଥାଟା ବିଜୁଳି ବେଗରେ ଖେଦିଗଲା ସାରା ରାଜ୍ୟକୁ । ଆଉ ଏ କଥା ଶୁଣି ନିରଞ୍ଜନ ସମ୍ଭାଳି ପାରିଲେନି। କଂଗ୍ରେସ ଭବନକୁ ଆସିବାକୁ କାଳେ ଡେରି ହୋଇଯିବ ସେଥିପାଇଁ ସୋସିଆଲ ମିଡିଆର ସହାୟତା ନେଇ ଅଭିନନ୍ଦନ ପତ୍ରଟିଏ ଲେଖିଛନ୍ତି। ସହାସ୍ୟ ବଦନରେ ନିଜର ଫଟୋଟିଏ ଦେଇ ଜିତେନ୍ଦ୍ରଙ୍କ “ତେଜସ୍ୱୀ ଯୁବ ନେତା” ବୋଲି ସମ୍ୱୋଧିଛନ୍ତି ପଟ୍ଟନାୟକ। ଯାହାକୁ ଦେଖିଲେ ଲାଗୁଛି ଏଇଟା ସୁନା ଇଲିସି ଫସେଇବାକୁ ଥୋପଟିଏ ବୋଧହୁଏ। ନ ହେଲେ କ’ଣ ଏତେ ଶିଘ୍ର ଏତେ ପ୍ରଂଶସା କିଏ କାହାକୁ କରେ! ରାହୁଲ ସିନା ବୁଝିଲେନି । ବଡ ଲୋକ ବଡ କଥା । ସେଥିପାଇଁ ତାଙ୍କୁ ମନେଇବାକୁ ଯଦି ଜିତେନ୍ଦ୍ର ଏହି ଥୋପ ଗିଳିବେ ତା ହେଲେ ହୁଏତ ରାଜ୍ୟ କଂଗ୍ରେସ ଡଙ୍ଗାର ମଙ୍ଗ ନିରଞ୍ଜନଙ୍କ ହାତକୁ ଆସିବ। କ’ଣ କହୁଛନ୍ତି ଏଥର ଆସିବ ତ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story