ବଦଳିଲେ ପିସିସି ସଭାପତି: ପୁଣି ନିରଞ୍ଜନ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ବହୁ ବାଦବିବାଦ ଓ ପ୍ରତୀକ୍ଷା ପରେ ଶେଷରେ ରାଜ୍ୟ କଂଗ୍ରେସରେ ନବକଳେବର ହୋଇଛି। ବଦଳିଛନ୍ତି ପିସିସି ସଭାପତି। ବର୍ତ୍ତମାନର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତାଙ୍କ ବଦଳରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଜି ଦିଲ୍ଲୀରେ ରାଜ୍ୟ କଂଗ୍ରେସର ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ଆଜି ସକାଳେ ଏନେଇ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧିଙ୍କ ବାସଭବନରେ ପିସିସ ସଭାପତି […]

PCC

PCC

Rakesh Mallick
  • Published: Thursday, 19 April 2018
  • Updated: 19 April 2018, 04:12 PM IST

ଭୁବନେଶ୍ୱର (ଓଡିଶା ରିପୋର୍ଟର): ବହୁ ବାଦବିବାଦ ଓ ପ୍ରତୀକ୍ଷା ପରେ ଶେଷରେ ରାଜ୍ୟ କଂଗ୍ରେସରେ ନବକଳେବର ହୋଇଛି। ବଦଳିଛନ୍ତି ପିସିସି ସଭାପତି। ବର୍ତ୍ତମାନର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତାଙ୍କ ବଦଳରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ଆଜି ଦିଲ୍ଲୀରେ ରାଜ୍ୟ କଂଗ୍ରେସର ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ଆଜି ସକାଳେ ଏନେଇ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧିଙ୍କ ବାସଭବନରେ ପିସିସ ସଭାପତି ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସାଦ ହରିଚନ୍ଦନ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଭକ୍ତ ଦାସ, ପ୍ରଦୀପ ମାଝୀ, ଚିରଂଜୀବ ବିଶ୍ୱାଳ, ନବ ଦାସ ଉପସ୍ଥିତ ଥିଲେ। ଏହି ବୈଠକରେ ନିରଞ୍ଜନଙ୍କୁ ପିସିସି ସଭାପତି ଭାବେ ଚୟନ କରାଯାଇଛି। ଏନେଇ ଏଆଇସିସ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇଛି। ଏଥିସହ ପିସିସିର ୩ ଜଣ କାର୍ଯ୍ୟକାରୀ ସଭାପତିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ସେମାନେ ହେଲେ ନବ ଦାସ, ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀ। ସେହିପରି ଭକ୍ତ ଦାସ ପ୍ରଚାର କମିଟି ମୁଖ୍ୟ, ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟି ମୁଖ୍ୟ ଦାୟିତ୍ୱ ଏବଂ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ସମନ୍ୱୟ କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story